ଆଜି ବସିବ ନୂଆ ପିସିସି ଟିମର ପ୍ରଥମ ବୈଠକ

ଭୁବନେଶ୍ୱର:  ଆଜି ବସିବ ନୂଆ ପିସିସି ଟିମର ପ୍ରଥମ ବୈଠକ। ଅପରାହ୍ନ ସାଢେ଼ ୪ଟାରେ କଂଗ୍ରେସ ଭବନରେ ପ୍ରଥମେ ଏକ ବୈଠକ ବସିବ। ଏହାପରେ ସନ୍ଧ୍ୟା ସାଢେ଼ ୭ଟାରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବସିବ। ରାଜନୈତିକ ଚିଠା ପ୍ରସ୍ତାବ ସହ ସାଂଗଠନିକ ବ୍ୟାପାର ନେଇଏଠାରେ ଆଲୋଚନା ହେବ। ତେବେ ନୂଆ କମିଟିକୁ ନେଇ ଦଳର କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିବା ପରେ ମଙ୍ଗଳବାର ବିଧାୟକ ନବ ଦାସ କହିଛନ୍ତି, କଂଗ୍ରେସ ଭଳି ଏକ ପୁରୁଣା […]

SHRI PRASAD HARICHANDAN_President

SHRI PRASAD HARICHANDAN_President

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 02:04 AM IST

Sports

Latest News

ଭୁବନେଶ୍ୱର:  ଆଜି ବସିବ ନୂଆ ପିସିସି ଟିମର ପ୍ରଥମ ବୈଠକ। ଅପରାହ୍ନ ସାଢେ଼ ୪ଟାରେ କଂଗ୍ରେସ ଭବନରେ ପ୍ରଥମେ ଏକ ବୈଠକ ବସିବ। ଏହାପରେ ସନ୍ଧ୍ୟା ସାଢେ଼ ୭ଟାରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବସିବ। ରାଜନୈତିକ ଚିଠା ପ୍ରସ୍ତାବ ସହ ସାଂଗଠନିକ ବ୍ୟାପାର ନେଇଏଠାରେ ଆଲୋଚନା ହେବ। ତେବେ ନୂଆ କମିଟିକୁ ନେଇ ଦଳର କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିବା ପରେ ମଙ୍ଗଳବାର ବିଧାୟକ ନବ ଦାସ କହିଛନ୍ତି, କଂଗ୍ରେସ ଭଳି ଏକ ପୁରୁଣା ଦଳରେ ଅସନ୍ତୋଷ ରହିବ। ନିରଞ୍ଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ ବୋଲି ସେ କହିଛନ୍ତି। ଅନ୍ୟ ବିଧାୟକ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story