ଆଜି ବନ୍ଧୁତ୍ୱ ଦିବସ

ଭୁବନେଶ୍ୱର: ଆଜି ଫ୍ରେଣ୍ଡ୍‌ସିପ୍‌ ଡେ’ ବା ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ  ଅଗଷ୍ଟ ମାସର  ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି  ସମ୍ପର୍କ ହେଉଛି ଅତି ନିବିଡ଼। ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପିଢୀ ଏହି  ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍‌  ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ।  […]

Friendship

Friendship

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 10:29 AM IST

Sports

Latest News

ଭୁବନେଶ୍ୱର: ଆଜି ଫ୍ରେଣ୍ଡ୍‌ସିପ୍‌ ଡେ’ ବା ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ  ଅଗଷ୍ଟ ମାସର  ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି  ସମ୍ପର୍କ ହେଉଛି ଅତି ନିବିଡ଼।

ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପିଢୀ ଏହି  ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍‌  ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ।  ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇ ଉପହାର ଆଦାନ ପ୍ରଦାନ କରି ଏହି ଦିବସକୁ  ପାଳନ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story