ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଘୋଷଯାତ୍ରାରେ ଆସିଥିବା ପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀକୁ ସାଙ୍ଗରେ ଆଣିନଥିବାରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସି ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବେ ମହାଲକ୍ଷ୍ମୀ। ଆସନ୍ତାକାଲିଠୁ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରୁ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରା ସାମ୍ନାକୁ ନିଆଯିବ। ଏହାପରେ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି। ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏଥିସହ […]

puri

puri

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 08:50 AM IST

Sports

Latest News

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଘୋଷଯାତ୍ରାରେ ଆସିଥିବା ପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀକୁ ସାଙ୍ଗରେ ଆଣିନଥିବାରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସି ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବେ ମହାଲକ୍ଷ୍ମୀ।

ଆସନ୍ତାକାଲିଠୁ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରୁ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରା ସାମ୍ନାକୁ ନିଆଯିବ। ଏହାପରେ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି।

ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗତକାଲି ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story