ଆଜି ବିଶ୍ୱ ଶ୍ରମିକ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଶ୍ରମିକ ଦିବସ। ଶ୍ରମିକମାନେ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ୧୮୮୬ ମସିହା ଆଜିର ଦିନରେ ଆମେରିକାର ଚିକାଗୋ ସହରରେ ଏକ ବିଶାଳ ଶ୍ରମିକ ସମାବେଶ କରିଥିଲେ। ଶ୍ରମିକମାନଙ୍କର ମୁଖ୍ୟ ଦାବି ଥିଲା କର୍ମକ୍ଷେତ୍ରରେ ୮ଘଣ୍ଟା ଦୈନିକ ଶ୍ରମ ନିର୍ଘଣ୍ଟ। ଆମେରିକାର ଶ୍ରମିକ ସଙ୍ଗଠନ ଗୁଡ଼ିକ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଏକଜୁଟ କରାଇ ସେମାନଙ୍କ ଦାବି ହାସଲ ବେଳେ କିଛି ଶ୍ରମିକ ସହିଦ୍ ହୋଇଥିଲେ।ଏସବୁ ସତ୍ତ୍ୱେ ଶ୍ରମିକମାନେ ଓହରି ନ ଯାଇ  ଦାବି ହାସଲ […]

Labour

Labour

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 04:32 AM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ଶ୍ରମିକ ଦିବସ। ଶ୍ରମିକମାନେ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ୧୮୮୬ ମସିହା ଆଜିର ଦିନରେ ଆମେରିକାର ଚିକାଗୋ ସହରରେ ଏକ ବିଶାଳ ଶ୍ରମିକ ସମାବେଶ କରିଥିଲେ। ଶ୍ରମିକମାନଙ୍କର ମୁଖ୍ୟ ଦାବି ଥିଲା କର୍ମକ୍ଷେତ୍ରରେ ୮ଘଣ୍ଟା ଦୈନିକ ଶ୍ରମ ନିର୍ଘଣ୍ଟ। ଆମେରିକାର ଶ୍ରମିକ ସଙ୍ଗଠନ ଗୁଡ଼ିକ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଏକଜୁଟ କରାଇ ସେମାନଙ୍କ ଦାବି ହାସଲ ବେଳେ କିଛି ଶ୍ରମିକ ସହିଦ୍ ହୋଇଥିଲେ।ଏସବୁ ସତ୍ତ୍ୱେ ଶ୍ରମିକମାନେ ଓହରି ନ ଯାଇ  ଦାବି ହାସଲ କରିନେଇଥିଲେ। ସେହିବର୍ଷଠାରୁ ପ୍ରତିବର୍ଷ  ମେ’୧ ତାରିଖକୁ  ବିଶ୍ୱ ଶ୍ରମିକ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଦିନଟିକୁ  ମଧ୍ୟ ସରକାରୀ ଭାବେ ଛୁଟି ଘୋଷଣା କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos