ଆଜି ମାତୃ ଦିବସ: ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ

ପୁରୀ: ମାତୃ ଦିବସରେ ମାଆ ଓ ସନ୍ତାନର ମମତାକୁ ନେଇ ପୁରୀ ବେଳାଭୂମିରେ ନିଜର ହାତର ଯାଦୁ ଦେଖାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ। ପୁରୀ ବେଳାଭୂମିରେ ସୁଦର୍ଶନ ମାତୃ ଦିବସର ଶୁଭେଚ୍ଛା ଜଣାଇବା ସହ ସମସ୍ତ ମାତୃ ଜାତିକୁ ସମ୍ମାନ ଜଣାଇଛନ୍ତି। ଲେଖିଛନ୍ତି salute to all mothers, we love you। ସେହିପରି ପୁରୀ  ଲାଇଟ ହାଉସ ବେଳାଭୂମିରେ ମାନସ  ସାହୁ ମଧ୍ୟ ମାତୃ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା କଳା […]

mother

mother

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 03:20 AM IST

ପୁରୀ: ମାତୃ ଦିବସରେ ମାଆ ଓ ସନ୍ତାନର ମମତାକୁ ନେଇ ପୁରୀ ବେଳାଭୂମିରେ ନିଜର ହାତର ଯାଦୁ ଦେଖାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ। ପୁରୀ ବେଳାଭୂମିରେ ସୁଦର୍ଶନ ମାତୃ ଦିବସର ଶୁଭେଚ୍ଛା ଜଣାଇବା ସହ ସମସ୍ତ ମାତୃ ଜାତିକୁ ସମ୍ମାନ ଜଣାଇଛନ୍ତି। ଲେଖିଛନ୍ତି salute to all mothers, we love you। ସେହିପରି ପୁରୀ  ଲାଇଟ ହାଉସ ବେଳାଭୂମିରେ ମାନସ  ସାହୁ ମଧ୍ୟ ମାତୃ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା କଳା ମାଧ୍ୟମରେ। କେବଳ  ଦିନଟେ ନୁହେଁ ଚିରଦିନ ପାଇଁ ସନ୍ତାନମାନେ ମାଆକୁ ସମ୍ମାନ, ଶ୍ରଦ୍ଧା ଓ ନିସ୍ୱାର୍ଥପର ସେବା କରିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story