ଆଜି ନେତାଜୀ ଜୟନ୍ତୀ: ମ୍ୟୁଜିୟମ ବୁଲି ଦେଖୁଛନ୍ତି ଦର୍ଶକ

କଟକ: ଆଜି ନେତାଜୀ ଜୟନ୍ତୀ। ୧୮୯୭ ମସିହା ଜାନୁଆରୀ ୨୩ରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ। ଏଥିପାଇଁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆଜି ବିଶେଷ ଆୟୋଜନ କରାଯାଇଛି। ମ୍ୟୁଜିୟମ ପରିସରକୁ ବିଭିନ୍ନ ଫୁଲଗଛ, ୱାଟର, ଫାଉଣ୍ଟେନ୍‌ ଓ ପଶୁପକ୍ଷୀଙ୍କ ପ୍ରତିମୂର୍ତ୍ତିରେ ସଜାଯିବା ସହ ମ୍ୟୁଜିୟମ ଭିତରେ ମଧ୍ୟ ଦର୍ଶକ ଦେଖିବା ପାଇଁ ବହୁ ବିରଳ ସଂଗ୍ରହ ରଖାଯାଇଛି। ବହୁ ସଂଖ୍ୟାରେ ସ୍କୁଲ ପିଲଶ ଓ ସାଧାରଣ […]

netaji

netaji

Rakesh Mallick
  • Published: Monday, 23 January 2017
  • Updated: 23 January 2017, 02:25 PM IST

Sports

Latest News

କଟକ: ଆଜି ନେତାଜୀ ଜୟନ୍ତୀ। ୧୮୯୭ ମସିହା ଜାନୁଆରୀ ୨୩ରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ। ଏଥିପାଇଁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆଜି ବିଶେଷ ଆୟୋଜନ କରାଯାଇଛି। ମ୍ୟୁଜିୟମ ପରିସରକୁ ବିଭିନ୍ନ ଫୁଲଗଛ, ୱାଟର, ଫାଉଣ୍ଟେନ୍‌ ଓ ପଶୁପକ୍ଷୀଙ୍କ ପ୍ରତିମୂର୍ତ୍ତିରେ ସଜାଯିବା ସହ ମ୍ୟୁଜିୟମ ଭିତରେ ମଧ୍ୟ ଦର୍ଶକ ଦେଖିବା ପାଇଁ ବହୁ ବିରଳ ସଂଗ୍ରହ ରଖାଯାଇଛି। ବହୁ ସଂଖ୍ୟାରେ ସ୍କୁଲ ପିଲଶ ଓ ସାଧାରଣ ଜନତା ନେତାଜୀ ମ୍ୟୁଜିୟମବୁଲି ଦେଖୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରିବା ସହ ମ୍ୟୁଜିୟମ ବୁଲି ଦେଖିଥିଲେ।

ଚିଳତବର୍ଷ ଆଜାଦହିନ୍ଦ ଫୌଜରେ ସାମିଲ ହୋଇଥିବା ୩ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ବୃତ୍ତଚିତ୍ର ମଧ୍ୟ ମ୍ୟୁଜିୟମ ପ୍ରେକ୍ଷାଳୟର ପ୍ରଦର୍ଶିତ ହେବ। ଆଜି ଭୋର ୪ଟାରୁ ରାମଧୁନ ଗାନ ପରେ ୬ଟାରୁ ମ୍ୟୁଜିୟମକୁ ଦର୍ଶକଙ୍କ ପାଇଁ ଖୋଲା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story