‘ଓ ଟିଭି’ ମିନି ମାରାଥନକୁ ରାଜ୍ୟପାଳ ଏସ.ସି ଜମିରଙ୍କ ପ୍ରଶଂସା

ଭୁବନେଶ୍ୱର: ଏଚଆଇଭି ଆକ୍ରାନ୍ତଙ୍କ ପ୍ରତି ସାମାଜିକ ଧାରଣା ବଦଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଏସ.ସି ଜମିର ‘ଓ ଟିଭି’ ମିନି ମାରାଥନର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ। ଏଡସ୍ ସଚେତନତା ଦିଗରେ ‘ଓ ଟିଭି’ର  ଏହି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏଡସ୍ ବିରୋଧରେ ସଚେତନତା ସୃଷ୍ଟି ପାଇଁ ୬ ବର୍ଷ ହେବ ମିନି ମାରାଥନ୍ ଆୟୋଜନ କରି ଆସୁଥିବା ଓଡ଼ିଶାର ନମ୍ୱର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ ମଙ୍ଗଳବାର ବିଶ୍ୱ […]

mini

mini

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 05:28 AM IST

Sports

Latest News

ଭୁବନେଶ୍ୱର: ଏଚଆଇଭି ଆକ୍ରାନ୍ତଙ୍କ ପ୍ରତି ସାମାଜିକ ଧାରଣା ବଦଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଏସ.ସି ଜମିର ‘ଓ ଟିଭି’ ମିନି ମାରାଥନର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ। ଏଡସ୍ ସଚେତନତା ଦିଗରେ ‘ଓ ଟିଭି’ର  ଏହି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ଏଡସ୍ ବିରୋଧରେ ସଚେତନତା ସୃଷ୍ଟି ପାଇଁ ୬ ବର୍ଷ ହେବ ମିନି ମାରାଥନ୍ ଆୟୋଜନ କରି ଆସୁଥିବା ଓଡ଼ିଶାର ନମ୍ୱର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ ମଙ୍ଗଳବାର ବିଶ୍ୱ ଏଡସ୍ ଦିବସ ଅବସରରେ ଏହି ଗଣ ଦୌଡ଼ ଆୟୋଜନ କରିଥିଲା।  ଏହି ଗଣଦୌଡ଼ ସକାଳ ୭ଟାରେ ଭୁବନେଶ୍ୱରସ୍ଥିତ କିଟ୍ ଷ୍ଟାଡିୟମରୁ ଆରମ୍ଭ ହୋଇ ସପ୍ତମ ବାଟାଲିୟନ ପଡ଼ିଆରେ ଶେଷ ହୋଇଥିଲା।

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, କ୍ରୀଡାବିତ୍ ଅନୁରାଧା ବିଶ୍ୱାଳ ଏବଂ ଅଭିନେତ୍ରୀ  ଅନୁ ଚୌଧୁରୀ ଏବଂ ଓଟିଭି ନିର୍ଦ୍ଦେଶିକା ତଥା କୋ-ଫାଉଣ୍ଡର ଜଗିମଙ୍ଗତ ପଣ୍ଡା ମିନି ମାରାଥନର ଶଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବର୍ଗର ଜଣାଶୁଣା ବ୍ୟକ୍ତି ସାମିଲ ହୋଇଥିଲେ।

ଶେଷରେ ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ  ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story