ଆଜି ରକ୍ଷା ବନ୍ଧନ

ଭୁବନେଶ୍ୱର: ଆଜି ଗହ୍ମା ପୂର୍ଣ୍ଣିମା ବା ରକ୍ଷା ବନ୍ଧନ। ଭାଇ ହାତରେ ସ୍ନେହର ଡୋର ବାନ୍ଧି ତାର ଦୀର୍ଘାୟୁ କାମନା କରୁଛି ଭଉଣୀ। ଭାଇଙ୍କୁ ବନ୍ଦାପନା କରିବା ପରେ ମିଠାପିଠା ଆଦି ସୁସ୍ୱାଦୁ ବ୍ୟଞ୍ଜନ ଖୁଆଇ ରାକ୍ଷୀ ବାନ୍ଧୁଛି ଭଉଣୀ।

ଏଥିପାଇଁ ପ୍ରତିଟି ଓଡ଼ିଆଙ୍କ ଘରେ ଆନନ୍ଦ ଏବଂ ଉଲ୍ଲାସ ପରିବେଶ ଦେଖିବାକୁ ମିଳିଛି।