ଆଜି ସରୁଛି ସିମି ଆତଙ୍କବାଦୀଙ୍କ ରିମାଣ୍ଡ ଅବଧି, ଆସନ୍ତାକାଲି କୋର୍ଟରେ କରାଯିବ ହାଜର

କଟକ: ରାଉରକେଲାରୁ ଗିରଫ ୫ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ଆତଙ୍କବାଦୀଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆସନ୍ତାକାଲି ଏମାନଙ୍କୁ କୋର୍ଟରେ ହାଜର କରାଯିବ। ଏଥିପାଇଁ ସେମାନଙ୍କୁ ରାଉରକେଲା ନିଆଯାଇଛି। ତେବେ ରାଜ୍ୟ କ୍ରାଇମବ୍ରାଞ୍ଚ ଆଉ ତାଙ୍କୁ ରିମାଣ୍ଡରେ ନେବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପୁନେ, ମଧ୍ୟପ୍ରଦେଶ ଓ ଏନ୍‌ଆଇଏ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ୧୭ ତାରିଖରେ  ବେଆଇନ ଘୋଷିତ […]

sim-terrorist

sim-terrorist

Rakesh Mallick
  • Published: Monday, 29 February 2016
  • Updated: 29 February 2016, 05:14 PM IST

Sports

Latest News

କଟକ: ରାଉରକେଲାରୁ ଗିରଫ ୫ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ଆତଙ୍କବାଦୀଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆସନ୍ତାକାଲି ଏମାନଙ୍କୁ କୋର୍ଟରେ ହାଜର କରାଯିବ। ଏଥିପାଇଁ ସେମାନଙ୍କୁ ରାଉରକେଲା ନିଆଯାଇଛି। ତେବେ ରାଜ୍ୟ କ୍ରାଇମବ୍ରାଞ୍ଚ ଆଉ ତାଙ୍କୁ ରିମାଣ୍ଡରେ ନେବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପୁନେ, ମଧ୍ୟପ୍ରଦେଶ ଓ ଏନ୍‌ଆଇଏ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ୧୭ ତାରିଖରେ  ବେଆଇନ ଘୋଷିତ ସିମି ସଂଗଠନର ୫ ଆତଙ୍କବାଦୀଙ୍କୁ ବିଳମ୍ବିତ ରାତିରେ ରାଉରକେଲାରୁ ଗିରଫ କରାଯାଇଥିଲା। ଗିରଫ ୫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କଠାରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ୍ ଜବତ କରାଯାଇଥିଲା। ଏହା ସହିତ ସେମାନଙ୍କଠାରୁ ନକଲି ପରିଚୟପତ୍ର, ନକଲି ପ୍ୟାନ୍ କାର୍ଡ ଜବତ କରାଯାଇଥିଲା।

କେବଳ ରାଉରକେଲା ନୁହେଁ, ଭଦ୍ରକର ନଙ୍ଗାମହଲରେ ସେମାନେ ଏକ ଭଡା ଘର ନେଇ ରହୁଥିଲେ। ଗତ ୧୯ ତାରିଖରେ ଭଦ୍ରକ ଭଡା ଘରୁ ବହୁ ଆପତ୍ତି ଜନକ ଜିନିଷ କ୍ରାଇମବ୍ରାଞ୍ଚ ପାଇଥିଲା। ସିମି ପତ୍ରିକା, ଡଙ୍ଗଲ, ପେନ୍‌ ଡ୍ରାଇଭ, ୨ଟି ମୋବାଇଲ୍ ଫୋନ୍‌ ଓ କିଛି ତାର କ୍ରାଇମବ୍ରାଞ୍ଚ ଜବତ କରିଥିଲା।

ଉଭୟ  ରାଉରକେଲା ଓ  ଭଦ୍ରକରେ ଏମାନଙ୍କୁ ଭଡ଼ା ଦେଇଥିବା ଘରର ମାଲିକଙ୍କୁ ଏସ୍‌ଟିଏଫ୍ ପଚରାଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story