ଆଜି ସରୁଛି ରମେଶ ଜେନାଙ୍କ ରିମାଣ୍ଡ ଅବଧି 

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ରିମାଣ୍ଡ ଅବଧିର ଆଜି ଶେଷ ଦିନ। ତାଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର  କରାଯିବ।  ରମେଶଙ୍କୁ ପୁଣି ୭ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରହ୍ମପୁର ପୋଲିସ୍ ଆବେଦନ କରିପାରେ। ମାର୍ଚ୍ଚ ୧୩ ତାରିଖରେ ରମେଶ ଜେନାଙ୍କୁ  ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ୍। ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍  ହାତରେ ଲାଗିଥିବା ଜଣାପଡିଛି। ଗତକାଲି ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ […]

ramesh

ramesh

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 04:27 AM IST

Sports

Latest News

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ରିମାଣ୍ଡ ଅବଧିର ଆଜି ଶେଷ ଦିନ। ତାଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର  କରାଯିବ।  ରମେଶଙ୍କୁ ପୁଣି ୭ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରହ୍ମପୁର ପୋଲିସ୍ ଆବେଦନ କରିପାରେ।

ମାର୍ଚ୍ଚ ୧୩ ତାରିଖରେ ରମେଶ ଜେନାଙ୍କୁ  ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ୍। ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍  ହାତରେ ଲାଗିଥିବା ଜଣାପଡିଛି।

ଗତକାଲି ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ଏକ ଜମି ହଡ଼ପ ମାମଲା ରୁଜୁ ହୋଇଥିଲା। ଜଣେ ଅଭିଯୋଗକାରୀଙ୍କ ଏତଲା କ୍ରମେ ବଡ଼ବଜାର ଥାନା ପୋଲିସ୍ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ ଜେନା ଓ କଂଗ୍ରେସ କର୍ପୋରେଟର ଆର୍.ମୂରଲୀ ମୋହନଙ୍କ ନାଁରେ ଏହି ମାମଲା ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story