ଶ୍ରାବଣ ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ଼ ଜମିଛି। ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆ ଜଳାଭିଷେକ କରିଛନ୍ତି। ବୁଢ଼ାବଳଙ୍ଗ ନଦୀରୁ ପାଣି ନେଇ  ମହାଦେବଙ୍କୁ ଅର୍ପଣ କରିଛନ୍ତି। ସେହିପରି ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣି ବାବା, ଧବଳେଶ୍ୱର, କପିଳାସ ଓ ଗୁପ୍ତେଶ୍ୱର ଆଦି ପ୍ରମୁଖ ଶୈବପୀଠରେ କାଉଡିଆମାନେ ଗତକାଲି ବିଳମ୍ୱିତ ରାତିରୁ ଜଳାଭିଷେକ କରିଛନ୍ତି।

bolbom

bolbom

Rakesh Mallick
  • Published: Monday, 01 August 2016
  • Updated: 01 August 2016, 09:42 AM IST

Sports

Latest News

bolbom2ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ଼ ଜମିଛି। ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆ ଜଳାଭିଷେକ କରିଛନ୍ତି। ବୁଢ଼ାବଳଙ୍ଗ ନଦୀରୁ ପାଣି ନେଇ  ମହାଦେବଙ୍କୁ ଅର୍ପଣ କରିଛନ୍ତି।

ସେହିପରି ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣି ବାବା, ଧବଳେଶ୍ୱର, କପିଳାସ ଓ ଗୁପ୍ତେଶ୍ୱର ଆଦି ପ୍ରମୁଖ ଶୈବପୀଠରେ କାଉଡିଆମାନେ ଗତକାଲି ବିଳମ୍ୱିତ ରାତିରୁ ଜଳାଭିଷେକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story