ଆଜି ଶ୍ରୀପଞ୍ଚମୀ: ବାଗ୍‌ଦେବୀଙ୍କ ଆରାଧନା ପାଇଁ ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର

ଭୁବନେଶ୍ୱର: ଆଜି ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ। ଯାହା ଶ୍ରୀ ପଞ୍ଚମୀ ଭାବେ ପରିଚିତ। ବାଗ୍‌ଦେବୀ ତଥା ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ଆବାହନ କରିବାର ଦିନ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବ୍ ସକାଳୁ ଚଳଚଞ୍ଚଳ ରହିଛି । ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି, ହାତରେ ନୈବେଦ୍ୟ ଧରି ମା’ ସରସ୍ୱତୀଙ୍କୁ ଆବାହନ ପାଇଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପହଞ୍ଚିଛନ୍ତି। ଆଜିର ଦିନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଥାଏ। ଏଥିଲାଗି ମନ୍ଦିର ପ୍ରଶାସନ […]

saraswati

saraswati

Rakesh Mallick
  • Published: Friday, 12 February 2016
  • Updated: 12 February 2016, 02:39 AM IST

Sports

Latest News

ଭୁବନେଶ୍ୱର: ଆଜି ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ। ଯାହା ଶ୍ରୀ ପଞ୍ଚମୀ ଭାବେ ପରିଚିତ। ବାଗ୍‌ଦେବୀ ତଥା ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ଆବାହନ କରିବାର ଦିନ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବ୍ ସକାଳୁ ଚଳଚଞ୍ଚଳ ରହିଛି । ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି, ହାତରେ ନୈବେଦ୍ୟ ଧରି ମା’ ସରସ୍ୱତୀଙ୍କୁ ଆବାହନ ପାଇଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପହଞ୍ଚିଛନ୍ତି।

ଆଜିର ଦିନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଥାଏ। ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତିନିବାଡରୁ ତିନିଟି ଆଜ୍ଞାମାଳ ଆସିବା ପରେ ଆଜି ରଥଖଳାରେ ରଥକାଠ ଅନୁକୂଳ ହେବ। ରଥ ନିର୍ମାଣ ଲାଗି ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ପ୍ରାଥମିକ ପର୍ଯ୍ୟାୟରେ ରଥକାଠ ଆସି ପହଞ୍ଚି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos