ଆଜି ଶିଶୁ ଦିବସ

ଭୁବନନେଶ୍ୱର: ଆଜି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ। ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୮୮୯ ମସିହା ଆଜିର ଦିନରେ ଆହ୍ଲାବାଦରେ ନେହେରୁ ଜନ୍ମଗ୍ରହଣ କରିଥିଲେ। ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ଶ୍ରଦ୍ଧାରେ ଶିଶୁମାନେ ତାଙ୍କୁ ଚାଚା ନେହେରୁ ଡାକୁଥିଲେ। ତେଣୁ ନେହେରୁଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ସେଥିପାଇଁ ବିଭିନ୍ନ ସ୍ଥାନରେ […]

jabaharalala

jabaharalala

Rakesh Mallick
  • Published: Saturday, 14 November 2015
  • Updated: 14 November 2016, 09:07 AM IST

Sports

Latest News

ଭୁବନନେଶ୍ୱର: ଆଜି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ। ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୮୮୯ ମସିହା ଆଜିର ଦିନରେ ଆହ୍ଲାବାଦରେ ନେହେରୁ ଜନ୍ମଗ୍ରହଣ କରିଥିଲେ। ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ଶ୍ରଦ୍ଧାରେ ଶିଶୁମାନେ ତାଙ୍କୁ ଚାଚା ନେହେରୁ ଡାକୁଥିଲେ। ତେଣୁ ନେହେରୁଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ସ୍ମୃତି ଚାରଣ କରାଯାଉଛି। ଶିକ୍ଷାନୁଷ୍ଠାନମାନଙ୍କରେ ଶିଶୁ ଦିବସ  ପାଳନ କରାଯାଉଛି।

ସେହିପରି ରାଜ୍ୟ କଂଗ୍ରେସ ପକ୍ଷରୁ ନେହେରୁଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ନିକଟସ୍ଥ ନେହେରୁ ପାର୍କରେ ନେହେରୁଙ୍କ ପ୍ରତିମୂର୍ତ୍ତୀରେ ପିସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି କଂଗ୍ରେସ ଭବନରେ ଥିବା ପ୍ରତିମୂର୍ତ୍ତୀରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ କଂଗ୍ରେସ ଭବନ ପରିସରରେ ବୃକ୍ଷ ରୋପଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story