ଆଜିଠାରୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା। ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ଲାଗି ଚଳିତବର୍ଷ ବ୍ୟାଟେରୀ ଚାଳିତ ୩ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ଡାଙ୍ଗମାଳ ଓ ହବାଳୀଖଟିରେ ରହିବା ଲାଗି ଉନ୍ନତ ଧରଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସାମାନ୍ୟ ଶୁଳ୍କ ବୃଦ୍ଧି କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

kendrapada

kendrapada

Rakesh Mallick
  • Published: Monday, 01 August 2016
  • Updated: 01 August 2016, 10:02 AM IST

Sports

Latest News

kendrapadaକେନ୍ଦ୍ରାପଡ଼ା: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା। ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ଲାଗି ଚଳିତବର୍ଷ ବ୍ୟାଟେରୀ ଚାଳିତ ୩ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି।

ଡାଙ୍ଗମାଳ ଓ ହବାଳୀଖଟିରେ ରହିବା ଲାଗି ଉନ୍ନତ ଧରଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସାମାନ୍ୟ ଶୁଳ୍କ ବୃଦ୍ଧି କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story