ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ଦୁଇଟି ସିଫ୍ଟରେ ଖାତାଦେଖା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବସ୍ଥା କରିଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇପାରି ନ ଥିବା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ପ୍ରଥମ ସିଫ୍ଟରେ ସକାଳ ୮ଟାରୁ ମୂଲ୍ୟାୟନ ଆରମ୍ଭ ହେବ। ସେହିପରି ୧୨ଟା ୩୦ରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ। ଆଗ ଅପେକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବିଭିନ୍ନ ମୂଲ୍ୟାୟନ […]

plus-two-exam

plus-two-exam

Rakesh Mallick
  • Published: Monday, 18 April 2016
  • Updated: 18 April 2016, 04:55 AM IST

Sports

Latest News

ଭୁବନେଶ୍ୱର: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ଦୁଇଟି ସିଫ୍ଟରେ ଖାତାଦେଖା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବସ୍ଥା କରିଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇପାରି ନ ଥିବା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ପ୍ରଥମ ସିଫ୍ଟରେ ସକାଳ ୮ଟାରୁ ମୂଲ୍ୟାୟନ ଆରମ୍ଭ ହେବ।

ସେହିପରି ୧୨ଟା ୩୦ରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ। ଆଗ ଅପେକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଅଧ୍ୟାପକଙ୍କ ଯୋଗଦାନ ସଂଖ୍ୟା ମଧ୍ୟ ବଢିଛି ବୋଲି ସୂଚନା ଦିଆଯାଇଛି।

ବର୍ତ୍ତମାନ ଯେଉଁକ୍ରମରେ ମୂଲ୍ୟାୟନ ଚାଲିଛି, ସେହଭଳି ଆଗକୁ ଅଧ୍ୟାପକଙ୍କ ସହଯୋଗ ରହି ସଠିକ୍ ସମୟରେ ରେଜଲଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story