ଛାତ୍ର ସଂସଦ ନିର୍ବାଚନ: ସରିଲା ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ, ଆସନ୍ତାକାଲି ଭୋଟ୍

ଭୁବନେଶ୍ୱର: ଆସନ୍ତାକାଲି  ଛାତ୍ର ସଂସଦ ନିର୍ବାଚନ। ଆଜି ଅନୁଷ୍ଠିତ ହୋଇଛି ହ୍ୱାଟ୍ ଆଣ୍ଡ ଷ୍ଟାଣ୍ଡ ଫର୍ ମିଟିଂ।   ଭୋଟ୍ ପାଇଁ ଅପିଲ କରିଛନ୍ତି ପ୍ରାର୍ଥୀ। ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି। ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ କଲେଜରେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଇଁ କ୍ୟାମ୍ପସ୍ କମ୍ପିଥିଲା।  ନାଚ ଗୀତ ସହ ଭୋଟର ଛାତ୍ରଛତ୍ରୀଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ପ୍ରୟାସ କରିଛନ୍ତି।  ଆସନ୍ତାକାଲି ସକାଳ ୮ଟାରୁ ୨ଟା ମଧ୍ୟରେ ଭୋଟଗ୍ରହଣ କରାଯିବ। ପରେ ୨ଟାରୁ ୬ଟା ପର୍ଯ୍ୟନ୍ତ […]

student-election

student-election

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 12:42 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି  ଛାତ୍ର ସଂସଦ ନିର୍ବାଚନ। ଆଜି ଅନୁଷ୍ଠିତ ହୋଇଛି ହ୍ୱାଟ୍ ଆଣ୍ଡ ଷ୍ଟାଣ୍ଡ ଫର୍ ମିଟିଂ।   ଭୋଟ୍ ପାଇଁ ଅପିଲ କରିଛନ୍ତି ପ୍ରାର୍ଥୀ। ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି। ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ କଲେଜରେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଇଁ କ୍ୟାମ୍ପସ୍ କମ୍ପିଥିଲା।  ନାଚ ଗୀତ ସହ ଭୋଟର ଛାତ୍ରଛତ୍ରୀଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ପ୍ରୟାସ କରିଛନ୍ତି।  ଆସନ୍ତାକାଲି ସକାଳ ୮ଟାରୁ ୨ଟା ମଧ୍ୟରେ ଭୋଟଗ୍ରହଣ କରାଯିବ। ପରେ ୨ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା ହେବ।

ରବିବାର ଓ ସୋମବାର ଛୁଟି ପଡ଼ିଥିବାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରିଥିଲେ। ମାତ୍ର ସମସ୍ତଙ୍କ ପାଖରେ ପହଞ୍ଚି ହୋଇନି।ସେଥିପାଇଁ ସୋସିଆଲ୍ ମିଡିଆ ଉପରେ ଗୁରୁତ୍ୱ ଦେଇଛନ୍ତି ଛାତ୍ରଛାତ୍ରୀ। ଫେସ୍ ବୁକ୍, ହ୍ୱାଟସ୍ ଆପ୍, ଟ୍ୱିଟର ପାଲଟିଛି ପ୍ରାର୍ଥୀଙ୍କ ପ୍ରଚାରର ମୁଖ୍ୟ ଅସ୍ତ୍ର। ଭିନ୍ନ ଭିନ୍ନ ଗୋଷ୍ଠୀ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ଗ୍ରୁପ୍ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଘନଘନ ଟେକ୍ସଟ୍ ମେସେଜ ବି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story