ଆଜି ବିଶ୍ୱ ହୃଦ୍ ଦିବସ: ଆଦିତ୍ୟ କେୟାର ଓ କଳିଙ୍ଗ ହସ୍ପିଟାଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ବିଶ୍ୱ ହୃଦ୍ ଦିବସ। ହୃଦରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଦିତ୍ୟ କେୟାର ହସ୍ପିଟାଲ୍ ଓ କଳିଙ୍ଗ ହସ୍ପିଟାଲ ପକ୍ଷରୁ ହୃଦରୋଗ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଆଦିତ୍ୟ କେୟାର ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟକ୍ରମକୁ ପୋଲିସ କମିଶନର ଆରପି ଶର୍ମା, ଇଣ୍ଡିଆନ୍ ଆଇଡଲ୍ ବିଜେତା ଅନନ୍ୟା, ଆଥଲେଟ୍ ଅନୁରାଧା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। କଳିଙ୍ଗ ହସ୍ପିଟାଲରେ  ମଧ୍ୟ ବିଶ୍ୱ ହୃଦ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଡସିପି ଯୋଗ […]

bbsr

bbsr

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 11:51 AM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ହୃଦ୍ ଦିବସ। ହୃଦରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଦିତ୍ୟ କେୟାର ହସ୍ପିଟାଲ୍ ଓ କଳିଙ୍ଗ ହସ୍ପିଟାଲ ପକ୍ଷରୁ ହୃଦରୋଗ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଆଦିତ୍ୟ କେୟାର ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟକ୍ରମକୁ ପୋଲିସ କମିଶନର ଆରପି ଶର୍ମା, ଇଣ୍ଡିଆନ୍ ଆଇଡଲ୍ ବିଜେତା ଅନନ୍ୟା, ଆଥଲେଟ୍ ଅନୁରାଧା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

କଳିଙ୍ଗ ହସ୍ପିଟାଲରେ  ମଧ୍ୟ ବିଶ୍ୱ ହୃଦ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଡସିପି ଯୋଗ ଦେଇ ଉତ୍ତମ ହୃଦୟ ପାଇଁ ଉତ୍ତମ ବାୟୁ ଲୋଡା ବୋଲି କହିଥିଲେ। ୱାଲଥନ ମାଧ୍ୟମରେ ହୃଦ ଜନିତ ସମସ୍ୟାର ହ୍ରାସ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିରେ କଳିଙ୍ଗ ହସ୍ପିଟାଲର ଏମଡି ଡି.କେ ରାୟ, ଏମଏସ ଶ୍ରୀକାନ୍ତ ମହାପାତ୍ରଙ୍କ ସହିତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story