ଆଜି ବିଶ୍ୱ ପରିବେଶ ଦିବସ: ବାଲୁକା କଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା

ପୁରୀ: ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାଲୁକା ଶିଳ୍ପୀ ମାନସ ସାହୁ ସଚେତନତା ବାର୍ତ୍ତା ଦେଇଛନ୍ତି। ବାଲୁକା କଳାରେ ସବୁଜିମାମୟ ଜଙ୍ଗଲ ଓ ମନୁଷ୍ୟ ଜଙ୍ଗଲକୁ କାଟି ଛାରଖାର କରିଦେଉଥିବା ଦେଖିବାକୁ ମିଳିଛି। ଏହାସହ ଗଛ କଟାଯିବା ଦ୍ୱାରା ମନୁଷ୍ୟ ଏବଂ ଜୀବଜନ୍ତୁ କିଭଳି ବିପଦ ଆଡ଼କୁ ଚାଲିଯାଉଛନ୍ତି ତାହା ମଧ୍ୟ ଦର୍ଶାଯାଇଛି।

ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ  ତିଆରି ହୋଇଥିବା ୧୫ ଫୁଟ୍‌ ଲମ୍ୱର ବାଲୁକା କଳାରେ ପ୍ରାୟ ୧୫ ଟନ୍‌ ବାଲି ବ୍ୟବହାର ହୋଇଛି। ଯେଉଁଥିରେ ‘ସେଭ୍‌ ଇନଭରମେଣ୍ଟ୍‌-ଡୋଣ୍ଟ ଡେଷ୍ଟ୍ରୟେ ଆୱାର ହୋମ୍‌’ ନାମକ ସଚେତନତା ସ୍ଲୋଗାନ୍ ମଧ୍ୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଶିକ୍ଷତ ବେକାରଙ୍କ ଦକ୍ଷତା ବଢ଼ାଇବେ ୪ ଆଇଟି କମ୍ପାନୀ, ଚୁକ୍ତି ପତ୍ର ସ୍ୱାକ୍ଷର କଲେ ଓଡ଼ିଶା ସରକାର

ଭୁବନେଶ୍ୱରରୁ ୯୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୨୭ ଲୋକାଲ୍‌ କେସ୍‌

ଔଷଧ ବାଣ୍ଟୁଥିବା ବେଳେ ଟଳିପଡ଼ିଲେ କୋଭିଡ୍‌ ଯୋଦ୍ଧା

୧୭ରୁ ୩ ଦିନ ପାଇଁ ଶଟଡାଉନ ହେବ ବୀରମିତ୍ରପୁର

କୁଜଙ୍ଗ ବ୍ଲକର ୨ଟି ପଞ୍ଚାୟତ ଶଟ୍‌ଡାଉନ୍

କଟକ ସହରରେ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ

‘ଗଞ୍ଜାମରେ ୮୨% ଗାଁ ଏବେ ବି ଗ୍ରୀନ ଜୋନ୍‌ରେ‌’

କୋଭିଡ୍ କେୟାର ହୋମ୍ ପାଇଁ ANMଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି; ଦିନକୁ ୮୫୦ ଟଙ୍କା

ଘର ଆଗରେ ଥୋଇଲେ କଣ୍ଟା, ନିଆଁପାଣି ବି ବାସନ୍ଦ କଲେ

୩ ହଜାର ଟଙ୍କା ପାଇଁ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ

ଭିମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନା

କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା