ଆଜି ବିଶ୍ୱ ଯୁବଶକ୍ତି ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଯୁବଶକ୍ତି ଦିବସ। ସରକାରୀ କାର୍ଯ୍ୟାଳୟ ତଥା ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ ପାଇଁ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଯୁବ ଶକ୍ତି ଦିବସର ସ୍ଲୋଗାନ୍ ରହିଛି ‘ଇଚ୍‌ ୱାନ୍‌ ପ୍ଲାଣ୍ଟ୍‌ ୱାନ୍’। ଏହି ନାରାକୁ ନେଇ  ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ୩୦ଟି ଜିଲ୍ଲାର ସରକାରୀ ବୈଷୟିକ ଶିକ୍ଷା କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟକ୍ରମ ଆୟୋଜନ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିପାଇଁ ୩୦ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିୟୋଜିତ […]

youth

youth

Rakesh Mallick
  • Published: Friday, 15 July 2016
  • Updated: 15 July 2016, 09:26 AM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ଯୁବଶକ୍ତି ଦିବସ। ସରକାରୀ କାର୍ଯ୍ୟାଳୟ ତଥା ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ ପାଇଁ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଯୁବ ଶକ୍ତି ଦିବସର ସ୍ଲୋଗାନ୍ ରହିଛି ‘ଇଚ୍‌ ୱାନ୍‌ ପ୍ଲାଣ୍ଟ୍‌ ୱାନ୍’। ଏହି ନାରାକୁ ନେଇ  ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ୩୦ଟି ଜିଲ୍ଲାର ସରକାରୀ ବୈଷୟିକ ଶିକ୍ଷା କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟକ୍ରମ ଆୟୋଜନ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିପାଇଁ ୩୦ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିୟୋଜିତ କରାଯାଇଛି। ଶିକ୍ଷାନୁଷ୍ଠାନ ଗୁଡ଼ିକ ଗ୍ରୀନ୍‌ କମ୍ପ୍ୟାସ୍‌ରେ ପରିଣତ କରିବା, ଜାତୀୟସ୍ତରର ଅନୁଷ୍ଠାନ ନିର୍ମାଣ, ଭିତ୍ତଭୂମିର ସଠିକ୍ ଉପଯୋଗ, ଶିକ୍ଷାରେ ଇଣ୍ଟରନେଟ୍‌ର ବ୍ୟବହାର ଓ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos