ଆଜିଠାରୁ ପାରାଦୀପରେ କାର୍ଯ୍ୟକାରୀ ହେବ ଡୋପ୍ଲାର ରାଡାର

ପାରାଦୀପ: ପାରାଦୀପରେ ଆଜିଠାରୁ ଡୋପ୍ଲାର ରାଡାର କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ଭାରତ ସରକାରଙ୍କ ମୌସୁମୀ ବିଭାଗ ଏହାକୁ ପ୍ରତିଷ୍ଠା କରିଛି। ୨ ହଜାର ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୦୪ ମସିହାରେ ଶେଷ ହେବା କଥା। କିନ୍ତୁ କେତେକ ଯାନ୍ତ୍ରିକ ତୃଟି କାରଣରୁ ଏଥିରେ ଅହେତୁକ ବିଳମ୍ୱ ଘଟିଥିଲା। ଏହି ଡୋପ୍ଲାର ରାଡାର ପାଣିପାଗ ନେଇ ସୂଚନା ଦେବା ସହ ପୂର୍ବ ଉପକୂଳରେ ପ୍ରାୟ ୫୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ […]

paradeep

paradeep

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 05:11 AM IST

Sports

Latest News

ପାରାଦୀପ: ପାରାଦୀପରେ ଆଜିଠାରୁ ଡୋପ୍ଲାର ରାଡାର କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ଭାରତ ସରକାରଙ୍କ ମୌସୁମୀ ବିଭାଗ ଏହାକୁ ପ୍ରତିଷ୍ଠା କରିଛି। ୨ ହଜାର ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୦୪ ମସିହାରେ ଶେଷ ହେବା କଥା। କିନ୍ତୁ କେତେକ ଯାନ୍ତ୍ରିକ ତୃଟି କାରଣରୁ ଏଥିରେ ଅହେତୁକ ବିଳମ୍ୱ ଘଟିଥିଲା। ଏହି ଡୋପ୍ଲାର ରାଡାର ପାଣିପାଗ ନେଇ ସୂଚନା ଦେବା ସହ ପୂର୍ବ ଉପକୂଳରେ ପ୍ରାୟ ୫୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିବ। ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପିକେ ମିଶ୍ର, ଓଡିଶାର ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏବଂ ଭାରତୀୟ ମୌସୁମୀ ବିଭାଗର ନିର୍ଦ୍ଦେଶକ ଏଲଏସ୍ ରାଠୋରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ରାଡାର କାର୍ଯ୍ୟକ୍ରମ ହେଲେ ବାତ୍ୟା, ଲଘୁଚାପ, ଘୂର୍ଣିଝଡ ସମ୍ପର୍କିତ ତଥ୍ୟ ଏହା ସିଧାସଳଖ ଯୋଗାଇଦେବ। ଚାଇନାର ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ଏହିପରି ୧୨ଟି ରାଡାର ଭାରତରେ ପ୍ରତିଷ୍ଠା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story