ଆଜିଠୁ ଜେଇଇ ମେନ୍ ଅନଲାଇନ

ଭୁବନେଶ୍ୱର: ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଅନଲଲାଇନରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ଏହି ପରୀକ୍ଷା ଦୁଇ ଦିନ ଧରି ଚାଲିବ। ଏଥିରେ  ଓଡ଼ିଶାରୁ ୬ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପରୀକ୍ଷା ଲାଗି ସାରା ଦେଶରେ ୪୫୩ଟି ପରୀକ୍ଷାକେନ୍ଦ୍ର ହୋଇଥିବା ବେଳେ ଓଡ଼ିଶାରେ ୧୮ଟି ସେଣ୍ଟର ହୋଇଛି। ଭୁବନେଶ୍ୱର, ଅନୁଗୋଳ,ବ୍ରହ୍ମପୁର, କଟକ, ଜୟପୁର, ସମ୍ବଲପୁର ଓ ରାଉରକେଲାରେ ସେଣ୍ଟର ହୋଇଛି। ଭୁବନେଶ୍ୱରରେ ସର୍ବାଧିକ ୯ଟି […]

jEE-EXAM

jEE-EXAM

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 04:04 AM IST

Sports

Latest News

ଭୁବନେଶ୍ୱର: ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଅନଲଲାଇନରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ଏହି ପରୀକ୍ଷା ଦୁଇ ଦିନ ଧରି ଚାଲିବ। ଏଥିରେ  ଓଡ଼ିଶାରୁ ୬ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପରୀକ୍ଷା ଲାଗି ସାରା ଦେଶରେ ୪୫୩ଟି ପରୀକ୍ଷାକେନ୍ଦ୍ର ହୋଇଥିବା ବେଳେ ଓଡ଼ିଶାରେ ୧୮ଟି ସେଣ୍ଟର ହୋଇଛି। ଭୁବନେଶ୍ୱର, ଅନୁଗୋଳ,ବ୍ରହ୍ମପୁର, କଟକ, ଜୟପୁର, ସମ୍ବଲପୁର ଓ ରାଉରକେଲାରେ ସେଣ୍ଟର ହୋଇଛି। ଭୁବନେଶ୍ୱରରେ ସର୍ବାଧିକ ୯ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ବାଲେଶ୍ୱରରେ ୨ଟି ସେଣ୍ଟର ହୋଇଛି। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେଉଛି। ଏଥର ପରୀକ୍ଷା ସେଣ୍ଟର ଗୁଡିକରେ  କଡ଼ା ସୁରକ୍ଷା ବ୍ୟବସ୍ଥା ସହ  ଜାମର ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos