ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାଟିକାଲ୍ ପରୀକ୍ଷା ଉତ୍ତରଖାତାର ମୂଲ୍ୟାୟନ

ଭୁବନେଶ୍ୱର: ଯୁକ୍ତ୨ ପ୍ରାଟିକାଲ୍ ପରୀକ୍ଷା ଉତ୍ତରଖାତାର ମୂଲ୍ୟାୟନ ବୁଧବାରଠୁ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ମୂଲ୍ୟାଙ୍କନ କେନ୍ଦ୍ର ହୋଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଗୁଡ଼ିକ ମୂଲ୍ୟାୟନ ହେବ। ଫେବୃଆରୀ ୨୯ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ। ମାର୍ଚ୍ଚ୨ରୁ ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ପ୍ରାଟିକାଲ୍ ପରୀକ୍ଷାର ଖାତା ଦେଖା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

high

high

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 07:34 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତ୨ ପ୍ରାଟିକାଲ୍ ପରୀକ୍ଷା ଉତ୍ତରଖାତାର ମୂଲ୍ୟାୟନ ବୁଧବାରଠୁ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ମୂଲ୍ୟାଙ୍କନ କେନ୍ଦ୍ର ହୋଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଗୁଡ଼ିକ ମୂଲ୍ୟାୟନ ହେବ। ଫେବୃଆରୀ ୨୯ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ।

ମାର୍ଚ୍ଚ୨ରୁ ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ପ୍ରାଟିକାଲ୍ ପରୀକ୍ଷାର ଖାତା ଦେଖା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story