ଏକାଧିକ ପ୍ଲଟ ଓ ଫ୍ଲାଟ୍‌ ନେବା ଘଟଣା: ମନ୍ତ୍ରୀ ଅଶୋକ ପଣ୍ଡାକୁ ବିଡିଏର ନୋଟିସ୍‌

ଭୁବନେଶ୍ୱର: ରାଜଧାନୀରେ ଏକାଧିକ ପ୍ଲଟ ଓ ଫ୍ଲାଟ୍‌ ନେବାକୁ ନେଇ ଅଡୁଆରେ ପଡିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଏଥିପାଇଁ ବିଡିଏ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବିଧାନସଭାରେ ପ୍ରଫୁଲ୍ଲ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ। ସେହିପରି ଅଶୋକ ପଣ୍ଡାଙ୍କ ପତ୍ନୀ ପ୍ରିୟଦର୍ଶନୀ ନନ୍ଦଙ୍କ ନାଁରେ ଥିବା ପ୍ଲଟ୍‌ ନେଇ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି […]

ASHOK_panda

ASHOK_panda

Rakesh Mallick
  • Published: Friday, 25 March 2016
  • Updated: 26 March 2016, 11:31 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଏକାଧିକ ପ୍ଲଟ ଓ ଫ୍ଲାଟ୍‌ ନେବାକୁ ନେଇ ଅଡୁଆରେ ପଡିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଏଥିପାଇଁ ବିଡିଏ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବିଧାନସଭାରେ ପ୍ରଫୁଲ୍ଲ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ। ସେହିପରି ଅଶୋକ ପଣ୍ଡାଙ୍କ ପତ୍ନୀ ପ୍ରିୟଦର୍ଶନୀ ନନ୍ଦଙ୍କ ନାଁରେ ଥିବା ପ୍ଲଟ୍‌ ନେଇ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ବିଡିଏ ନୋଟିସ୍‌ ସେ ପାଇଥିବା ଅଶୋକ ପଣ୍ଡା କହିଛନ୍ତି। ସେ ଏହି ନୋଟିସ୍‌ର ଉତ୍ତର ଦେଇ ସାରିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ପାଇଥିବା ନୋଟିସ୍‌ର ଜବାବ ଦେଇ ସାରିଥିବା ମନ୍ତ୍ରୀ ପଣ୍ଡା କହିଛନ୍ତି। ଅଶୋକଙ୍କ ନାଁରେ ଥିବା ଏରୋଡ୍ରମ୍‌ ଏରିଆରେ ୧୩୯ ନମ୍ବରରେ ଏକ ପ୍ଲଟ୍‌ ରହିଛି। ସେହିପରି କଳିଙ୍ଗ ବିହାର ହାଉସିଂ ସ୍କିମ୍‌ରେ ସେ ଏହି ପ୍ଲଟ୍‌ ପାଇଥିଲେ।

ମନ୍ତ୍ରୀ ପଣ୍ଡା କହିଛନ୍ତି, “ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ପାଇନାହିଁ। ପ୍ଲଟ୍‌ ପାଇବା ସମୟରେ ମୋ’ ପରିବାର କି ପତ୍ନୀଙ୍କ ନାଁରେ ଭୁବନେଶ୍ୱରରେ କୌଣସି ଜମି କି ପ୍ଲଟ୍‌ ନ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story