ବିଜେପିର ମିଶ୍ରଣ ପର୍ବ: ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା ସାମିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର କଷଣଅଣ୍ଟା ପଡିଆରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ମିଶିଛନ୍ତି ଅଲେଖ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଲେଖଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଗେନ ବେହେରା ଓ ମହାକାଳପଡାର କଂଗ୍ରେସ ନେତା ବିଜୟ ପ୍ରଧାନ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଦୋହରିଆ ଛକରୁ ସଭାସ୍ଥଳକୁ ଏକ ବାଇକ୍ ଶୋଭାଯାତ୍ରାରେ […]

mishran

mishran

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 10:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର କଷଣଅଣ୍ଟା ପଡିଆରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ମିଶିଛନ୍ତି ଅଲେଖ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଲେଖଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଗେନ ବେହେରା ଓ ମହାକାଳପଡାର କଂଗ୍ରେସ ନେତା ବିଜୟ ପ୍ରଧାନ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଦୋହରିଆ ଛକରୁ ସଭାସ୍ଥଳକୁ ଏକ ବାଇକ୍ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ବିଜେପିର ବହୁ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos