ଡିସେମ୍ବର ୨୯ ଓ ୩୦ରେ କଟକରେ ହେବ ଅଲ୍ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀ

କଟକ: ଚଳିତ ବର୍ଷ କଟକରେ ହେବ ଅଲ୍ ଓଡ଼ିଶା ଆଇନଜୀବି ସଂଘର ରାଜ୍ୟ ସମ୍ମିଳନୀ। ଡିସେମ୍ୱର ୨୯ ଓ ୩୦ ଦୁଇ ଦିନ ଧରି ହେବ ଏହି ସମ୍ମିଳନୀ। ହାଇକୋର୍ଟ ବାର ଆସୋସିଏସନ ଏହି ସମ୍ମିଳନୀ ଆୟୋଜନ କରିବ ବୋଲି ନିଷ୍ପତ୍ତି ନେଇଛି। ଏହି ରାଜ୍ୟ ସମ୍ମିଳନୀରେ ୫ହଜାରରୁ ଊର୍ଦ୍ଧ୍ୱ ଆଇନଜୀବୀ, ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ବିଚାରପତି, କେନ୍ଦ୍ର ଆଇନମନ୍ତ୍ରୀ, ରାଜ୍ୟ ଆଇନମନ୍ତ୍ରୀ, ବିଚାର ବିଭାଗୀୟ ଅଫିସରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସଂଘ ପକ୍ଷରୁ ଏକ ସାମ୍ୱାଦିକ […]

lawyers

lawyers

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 03:27 AM IST

Sports

Latest News

କଟକ: ଚଳିତ ବର୍ଷ କଟକରେ ହେବ ଅଲ୍ ଓଡ଼ିଶା ଆଇନଜୀବି ସଂଘର ରାଜ୍ୟ ସମ୍ମିଳନୀ। ଡିସେମ୍ୱର ୨୯ ଓ ୩୦ ଦୁଇ ଦିନ ଧରି ହେବ ଏହି ସମ୍ମିଳନୀ। ହାଇକୋର୍ଟ ବାର ଆସୋସିଏସନ ଏହି ସମ୍ମିଳନୀ ଆୟୋଜନ କରିବ ବୋଲି ନିଷ୍ପତ୍ତି ନେଇଛି। ଏହି ରାଜ୍ୟ ସମ୍ମିଳନୀରେ ୫ହଜାରରୁ ଊର୍ଦ୍ଧ୍ୱ ଆଇନଜୀବୀ, ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ବିଚାରପତି, କେନ୍ଦ୍ର ଆଇନମନ୍ତ୍ରୀ, ରାଜ୍ୟ ଆଇନମନ୍ତ୍ରୀ, ବିଚାର ବିଭାଗୀୟ ଅଫିସରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିସହିତ ଆଇନଜୀବି ମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos