ପ୍ରବଳ ବର୍ଷା: କଟକ ଓ ଭୁବନେଶ୍ୱରରେ ସବୁ ସ୍କୁଲ୍ ଛୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ କଟକ ଓ ଭୁବନେଶ୍ୱରରେ ସମସ୍ତ ସ୍କୁଲ୍‌କୁ ଆଜି ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ଛୁଟି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତକାଲି ରାତିରୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସହିତ କଟକ ଓ ଭୁବନେଶ୍ୱରରେ ମଧ୍ୟ ବର୍ଷା ଚାଲିଛି। ପ୍ରବଳ ବର୍ଷା ଯୋଗୁ ଉଭୟ ସହରର ସ୍ଥିତି ବେହାଲ ହୋଇପଡ଼ିଛି। ଉଭୟ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଘରୁ ବାହାରିବା ଅସମ୍ଭବ […]

bhubaneswar

bhubaneswar

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 11:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ କଟକ ଓ ଭୁବନେଶ୍ୱରରେ ସମସ୍ତ ସ୍କୁଲ୍‌କୁ ଆଜି ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ଛୁଟି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

840

ଗତକାଲି ରାତିରୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସହିତ କଟକ ଓ ଭୁବନେଶ୍ୱରରେ ମଧ୍ୟ ବର୍ଷା ଚାଲିଛି। ପ୍ରବଳ ବର୍ଷା ଯୋଗୁ ଉଭୟ ସହରର ସ୍ଥିତି ବେହାଲ ହୋଇପଡ଼ିଛି। ଉଭୟ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି।

କଟକ ଜିଲ୍ଲାପାଳ କହିଛନ୍ତି,“ପାଣିଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ତାଳଦଣ୍ଡା କେନାଲରୁ ଜଳ ନିଷ୍କାସନ ନେଇ ଉଦ୍ୟମ କରାଯାଉଛି। ସକାଳ ସୁଦ୍ଧା କଟକରେ ୧୯୫ ମି.ମି. ବର୍ଷା ହୋଇଛି। ବର୍ଷାରେ ଅଧକାଂଶ ପାଣି ପମ୍ପ୍ ଅଚଳ ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିଛି।”

ସେହିପରି ବର୍ଷା ଯୋଗୁଁ  ଆଜି ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ୪ର୍ଥ ସେମିଷ୍ଟର  ପରୀକ୍ଷାକୁ ବାତିଲ୍ କରାଯାଇଛି।  ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆଉ ଥରେ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story