ଜଳିଗଲା ଆଲମିରା କାରଖାନା

ବାସୁଦେବପୁର (କୀରିଟ ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ରୋଡ୍ ଦେଉଳି ଛକରେ ଥିବା ଆରତି ଫେବ୍ରିକେସନ ନାମକ ଆଲମିରା କାରଖାନାରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ସେଣ୍ଟରରେ ଥିବା ଷ୍ଟିଲ ଆଲମିରା ସହ ପ୍ଲାଏ,ଡ୍ରେସିଂ ଟେବୁଲ ଓ ଆଲଣା ଆଦି ପୋଡ଼ି ପାଉଁଶ ହେଇଯାଇଛି।  ହେଲେ କାହାର କିଛି ହୋଇ ନାହିଁ। ବାସୁଦେବପୁର ଅଗ୍ନିଶମ ବିଭାଗର ୨ଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। […]

fire

fire

Tapaswini Nayak
  • Published: Saturday, 27 August 2022
  • Updated: 27 August 2022, 01:58 PM IST

Sports

Latest News

ବାସୁଦେବପୁର (କୀରିଟ ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ରୋଡ୍ ଦେଉଳି ଛକରେ ଥିବା ଆରତି ଫେବ୍ରିକେସନ ନାମକ ଆଲମିରା କାରଖାନାରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ସେଣ୍ଟରରେ ଥିବା ଷ୍ଟିଲ ଆଲମିରା ସହ ପ୍ଲାଏ,ଡ୍ରେସିଂ ଟେବୁଲ ଓ ଆଲଣା ଆଦି ପୋଡ଼ି ପାଉଁଶ ହେଇଯାଇଛି।  ହେଲେ କାହାର କିଛି ହୋଇ ନାହିଁ।

ବାସୁଦେବପୁର ଅଗ୍ନିଶମ ବିଭାଗର ୨ଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ହଠାତ୍ ଏହି ଆଲମାରୀ କାରାଖାନାରେ ନିଆଁ ଲାଗିଯାଇଥିଲା। କାରାଖାନାରେ କାମ କରୁଥିବା କର୍ମଚାରୀ ନିଆଁ ଲାଗି ଯାଇଥିବା ଦେଖିବାହାରକୁ ଦୌଡି ପଳାଇ ଆସିଥିଲେ ଓ ଏହା ସହ ବାସୁଦେବପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ସଙ୍ଗେ ସଙ୍ଗେ କାରାଖାନାରର ଚାରିଆଡ଼େ ବ୍ୟାପୀ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story