ପୁଣି ତିହାର ଜେଲ୍ ଫେରିଗଲେ ରେହମାନ, ୨୯ରେ ସାଲେପୁର କୋର୍ଟରେ ହେବ ହାଜର

ସାଲେପୁର: ସାଲେପୁର କୋର୍ଟରେ ହାଜର ପରେ ସନ୍ଦିଗ୍ଧ ଅଲକାଏଦା ଇଣ୍ଡିଆନ୍ ସବ୍‌କଣ୍ଟିନେଣ୍ଟ୍‌ (AQIS) ଅବଦୁଲ ରେହମାନ ପୁଣି ତିହାର ଜେଲ ଫେରି ଯାଇଛନ୍ତି। ଆସନ୍ତା ୨୩ ତାରିଖରେ ପାତିଆଲା କୋର୍ଟରେ ହାଜର ହେବେ। ତେବେ ଆସନ୍ତା ୨୯ ତାରିଖରେ ତାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ପୁଣି ହାଜର କରାଯିବ। ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଅବଦୁଲ ରେହମାନକୁ ହାଜର କରାଯାଇଥିଲା।  ତାକୁ କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀର ତିହାର ଜେଲରୁ ଆଣି ସାଲେପୁର କୋର୍ଟରେ ହାଜର କରାଯାଇଥିଲା। […]

Maulana-Abdul-Rehman-the-Al-Qaeda-terrorist

Rakesh Mallick
  • Published: Monday, 15 May 2017
  • Updated: 15 May 2017, 09:37 PM IST

Sports

Latest News

ସାଲେପୁର: ସାଲେପୁର କୋର୍ଟରେ ହାଜର ପରେ ସନ୍ଦିଗ୍ଧ ଅଲକାଏଦା ଇଣ୍ଡିଆନ୍ ସବ୍‌କଣ୍ଟିନେଣ୍ଟ୍‌ (AQIS) ଅବଦୁଲ ରେହମାନ ପୁଣି ତିହାର ଜେଲ ଫେରି ଯାଇଛନ୍ତି। ଆସନ୍ତା ୨୩ ତାରିଖରେ ପାତିଆଲା କୋର୍ଟରେ ହାଜର ହେବେ। ତେବେ ଆସନ୍ତା ୨୯ ତାରିଖରେ ତାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ପୁଣି ହାଜର କରାଯିବ।

ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଅବଦୁଲ ରେହମାନକୁ ହାଜର କରାଯାଇଥିଲା।  ତାକୁ କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀର ତିହାର ଜେଲରୁ ଆଣି ସାଲେପୁର କୋର୍ଟରେ ହାଜର କରାଯାଇଥିଲା। ଏସ୍‌ଟିଏଫ୍‌ ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଭିତ୍ତିରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ତାକୁ ଓଡ଼ିଶାର ଏକ ଜେଲ୍‌ରେ ରଖିବାକୁ ତା’ ଓକିଲ କୋର୍ଟରେ ଆବେଦନ କରିଛନ୍ତି।

ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍ ଓ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍‌ ମିଳିତ ଚଢ଼ାଉ କରି ରେହମାନକୁ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା। ୨୦୧୫ ଡିସେମ୍ବର ୧୫ ତାରିଖରେ ତାକୁ ଗିରଫ କରାଯାଇଥିଲା।  ତା’ ବିରୁଦ୍ଧରେ ସେଠାରେ ବେଆଇନ ଭାବେ ମଦ୍ରାସା ଚଳାଇବା ଏବଂ ଏକ୍ୟୁଆଇଏସ୍‌ ଆତଙ୍କବାଦୀ ସଂଗଠନ ପାଇଁ ସଦସ୍ୟ ନିଯୁକ୍ତ କରିବା ଅାଦି ଗୁରୁତର ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story