ଜମିକୁ ପଶିଗଲା ଆମ୍ବୁଲାନ୍ସ

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଜକେଇ କଲା ଗାଁ ନିକଟରେ ଗତକାଲି  ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ ଥିବା କୌଣସି ଲୋକଙ୍କର କିଛି ହୋଇନାହିଁ ।  ଏକ ପରିବାର ତାଙ୍କ ୫ବର୍ଷର ଅସୁସ୍ଥ ଶିଶୁକୁ ଆମ୍ବୁଲାନ୍ସରେ ରାଉରକେଲାରୁ କଟକ ନେଉଥିଲେ। ତେବେ କୌଣସି କାରଣରୁ ଜକେଇ କଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇଥିଲା।  […]

amulance.jpg000

amulance.jpg000

Tapaswini Nayak
  • Published: Saturday, 21 September 2019
  • Updated: 21 September 2019, 03:02 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଜକେଇ କଲା ଗାଁ ନିକଟରେ ଗତକାଲି  ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ ଥିବା କୌଣସି ଲୋକଙ୍କର କିଛି ହୋଇନାହିଁ । 

ଏକ ପରିବାର ତାଙ୍କ ୫ବର୍ଷର ଅସୁସ୍ଥ ଶିଶୁକୁ ଆମ୍ବୁଲାନ୍ସରେ ରାଉରକେଲାରୁ କଟକ ନେଉଥିଲେ। ତେବେ କୌଣସି କାରଣରୁ ଜକେଇ କଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇଥିଲା।  ତେବେ  ଏକ ବଡ଼ ଦୁର୍ଘଟଣାରୁ ଶିଶୁ ଏବଂ ତାର ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିଲେ। ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ଉକ୍ତ ଶିଶୁକୁ ଧରି କଟକ ନେଇଥିଲା।

ଆମ୍ବୁଲାନ୍ସ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପରେ କ୍ରେନ୍‌ ସାହାଯ୍ୟରେ ଆମ୍ବୁଲାନ୍ସଟିକୁ ବିଲରୁ ବାହାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story