ହଜାରେ ନଦେଲେ ଗାଡ଼ି ଗଡ଼ିବନି, ଭିଡିଓ ଭାଇରାଲ୍‌

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଲାଞ୍ଚ କାରବାରର ଆଉ ଏକ ସାଂଘାତିକ ଭିଡିଓ ସାମ୍ନାକୁ ଆସିଛି। ଏଥର ସାମ୍ନାକୁ ଆସିଛି ୧୦୮ ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଲାଞ୍ଚ କାରବାରର ଭିଡିଓ, ଯାହା ଭାଇରାଲ୍ ହେଉଛି। ରୋଗୀଙ୍କୁ ମେଡ଼ିକାଲ୍ ନେବା ପାଇଁ ଡ୍ରାଇଭର, ହେଲପର୍ ଏବଂ ଫାର୍ମାସିଷ୍ଟ କେମିତି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଛନ୍ତି, ତାହା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏ ଭିଡିଓଟି ହେଉଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର। ଭୋଗରାଇ […]

czfg

czfg

Tapas Behera
  • Published: Thursday, 24 October 2019
  • Updated: 24 October 2019, 07:45 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଲାଞ୍ଚ କାରବାରର ଆଉ ଏକ ସାଂଘାତିକ ଭିଡିଓ ସାମ୍ନାକୁ ଆସିଛି। ଏଥର ସାମ୍ନାକୁ ଆସିଛି ୧୦୮ ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଲାଞ୍ଚ କାରବାରର ଭିଡିଓ, ଯାହା ଭାଇରାଲ୍ ହେଉଛି। ରୋଗୀଙ୍କୁ ମେଡ଼ିକାଲ୍ ନେବା ପାଇଁ ଡ୍ରାଇଭର, ହେଲପର୍ ଏବଂ ଫାର୍ମାସିଷ୍ଟ କେମିତି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଛନ୍ତି, ତାହା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଏ ଭିଡିଓଟି ହେଉଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର। ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ରୋଗୀଙ୍କ ସମ୍ପର୍କୀୟ ଜଣଙ୍କ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ସଂପୃକ୍ତ ଡ୍ରାଇଭର ସହ କଥାବାର୍ତ୍ତା କରିଥିଲେ। କିନ୍ତୁ ଏବାବଦକୁ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ ଡ୍ରାଇଭର। ତେବେ ରୋଗୀଙ୍କ ସମ୍ପର୍କୀୟ ୫ ଶହ ନେବାକୁ ନେହୁରା ହୋଇଥିଲେ। କିନ୍ତୁ ହଜାରେ ନଦେଲେ ଗାଡ଼ି ଗଡ଼ିବ ନାହିଁ କହିବା ସହ ଅନ୍ୟ ପ୍ରାଇଭେଟ୍ ଗାଡ଼ିରେ ସାଢ଼େ ୩ରୁ ୪ ହଜାର ପଡୁଥିବା କହିଥିଲେ ଡ୍ରାଇଭର। ଶେଷରେ ଆମ୍ବୁଲାନ୍ସର ଡ୍ରାଇଭର, ହେଲ୍ପର ଏବଂ ଫାର୍ମାସିଷ୍ଟ ପିଛା ୨ଶହ ଟଙ୍କା ହିସାବରେ ୬ ଶହ ଟଙ୍କା ଦେବାକୁ ରାଜି ହୋଇଥିଲେ ରୋଗୀଙ୍କ ସମ୍ପର୍କୀୟ।

ଆମ୍ବୁଲାନ୍ସ ଭିତରେ ଫାର୍ମାସିଷ୍ଟଙ୍କୁ ରୋଗୀଙ୍କ ସମ୍ପର୍କୀୟ ୬ଶହ ଟଙ୍କା ବଢ଼ାଇ ଦେଇଥିଲେ। ଏହା ପରେ ଫାର୍ମାସିଷ୍ଟ ଉକ୍ତ ଟଙ୍କାକୁ ଡ୍ରାଇଭରଙ୍କୁ ବଢ଼ାଇ ଦେଇଥିଲେ। ଆଉ ଏହି ଚିତ୍ରକୁ ରୋଗୀଙ୍କ ଅନ୍ୟ ଜଣେ ସମ୍ପର୍କୀୟ କଏଦ କରି ନେଇଥିଲେ। ତେବେ ଏନେଇ ସଂପୃକ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ବାଲେଶ୍ୱର ଡାକ୍ତରଖାନା ଅଧୀକ୍ଷକ କହିଛନ୍ତି ଯେ ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story