ଗଜରାଜଙ୍କୁ ତୀର ମାରି ହତ୍ୟା!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ ରହିଛି। ହାତୀଟିକୁ ତୀର ମାରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଦୁଇଦିନ ତଳେ ଓଡ଼ିଶା ଝାରଖଣ୍ଡ ସୀମାନ୍ତରେ ଏକ ହାତୀର ତୀରବିଧ ମୃତଦେହ ଉଦ୍ଧାର କରାଯାଇଥିଲା।

dead,

dead,

Tapaswini Nayak
  • Published: Wednesday, 08 January 2020
  • Updated: 08 January 2020, 01:30 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ ରହିଛି। ହାତୀଟିକୁ ତୀର ମାରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଦୁଇଦିନ ତଳେ ଓଡ଼ିଶା ଝାରଖଣ୍ଡ ସୀମାନ୍ତରେ ଏକ ହାତୀର ତୀରବିଧ ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos