ଆନନ୍ଦପୁର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ; ଆଜି ଭୋଟ୍

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ୍ ଗ୍ରହଣ କରାଯିବ।  ଆଜି ଦିନ ୧୧ଟାରୁ ୧୨ଟା୨୦ରେ ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଭୋଟ୍ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଆନନ୍ଦପୁର ପୌର ପରିଷଦର ୧୦ ଜଣ କାଉନସିଲର ଉପାଧ୍ୟକ୍ଷଙ୍କ ବିରୋଧରେ ଗତ ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ୪ଜଣ ବିଜେଡି, […]

anadapur

anadapur

Rakesh Mallick
  • Published: Friday, 18 March 2016
  • Updated: 18 March 2016, 04:52 AM IST

Sports

Latest News

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ୍ ଗ୍ରହଣ କରାଯିବ।  ଆଜି ଦିନ ୧୧ଟାରୁ ୧୨ଟା୨୦ରେ ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଭୋଟ୍ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ।

ଆନନ୍ଦପୁର ପୌର ପରିଷଦର ୧୦ ଜଣ କାଉନସିଲର ଉପାଧ୍ୟକ୍ଷଙ୍କ ବିରୋଧରେ ଗତ ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ୪ଜଣ ବିଜେଡି, ୩ଜଣ କଂଗ୍ରେସ ଓ ୩ଜଣ ସ୍ୱାଧୀନ କାଉନସିଲର ଅନସ୍ତା ପ୍ରସ୍ତାବ ଆଣିଥିଲେ। ଉପାଧ୍ୟକ୍ଷଙ୍କ କାର୍ଯ୍ୟଧାରକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଏମାନେ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଘଟଣାର ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ମତଦାନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story