ବନ୍ଧା ହେଲେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଦେବା ନାଁରେ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅନାମ ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ସେଭେନ ହିଲସ ବିଲଡର ସଂସ୍ଥାର ପାଓ୍ୱାର ଅଫ୍ ଆଟର୍ନି ହୋଲଡର ଥିଲେ ବସନ୍ତ। ଲୋକଙ୍କୁ ପିପିଲିରେ ଜମି ଦେବାକୁ କହି ସେ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଶୁଭ୍ରାଂଶୁ ଶେଖର ସେନାପତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ମାମଲା ରୁଜୁ […]

anam-charana-sahoo-arrested-by-eow

anam-charana-sahoo-arrested-by-eow

Rakesh Mallick
  • Published: Friday, 08 December 2017
  • Updated: 08 December 2017, 10:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଦେବା ନାଁରେ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅନାମ ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ସେଭେନ ହିଲସ ବିଲଡର ସଂସ୍ଥାର ପାଓ୍ୱାର ଅଫ୍ ଆଟର୍ନି ହୋଲଡର ଥିଲେ ବସନ୍ତ। ଲୋକଙ୍କୁ ପିପିଲିରେ ଜମି ଦେବାକୁ କହି ସେ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଶୁଭ୍ରାଂଶୁ ଶେଖର ସେନାପତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ସଂସ୍ଥା ବିରୋଧରେ ବ୍ରହ୍ମପୁର ଓ ପୁରୀରେ ଠକେଇ ମାମଲା ରହିଛି। ପୂର୍ବରୁ ଏହି ସଂସ୍ଥାର ଏମ୍‌ଡି ଏମ.ଏସ ଶ୍ରୀନିବାସଙ୍କ ସମେତ ତିନିଜଣ ଗିରଫ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos