ଆନନ୍ଦପୁର ପୌରପରିଷଦ ନିର୍ବାଚନ: ଅନାସ୍ଥା ଭୋଟରେ ହାରିଲେ ଉପାଧ୍ୟକ୍ଷା

ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ବେହେରା ଶୁକ୍ରବାର ଅନାସ୍ଥା ଭୋଟରେ ହାରି ଯାଇଛନ୍ତି। ୧୦ ଜଣ କାଉନ୍‌ସିଲର ଫେବ୍ରୁଆରୀ ୧୯ ତାରିଖରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ଏ ନେଇ ଭୋଟ୍ ହୋଇଥିଲା। ୧୨ ଜଣ କାଉନ୍‌ସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ପୌରପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ସମେତ ୪ ଜଣ କାଉନ୍‌ସିଲର ଭୋଟ୍ ଦାନରୁ ବିରତ ରହିଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଦିନ ୧୦ଟା ୧୫ରେ […]

anadapur

anadapur

Rakesh Mallick
  • Published: Friday, 18 March 2016
  • Updated: 18 March 2016, 09:41 AM IST

Sports

Latest News

ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ବେହେରା ଶୁକ୍ରବାର ଅନାସ୍ଥା ଭୋଟରେ ହାରି ଯାଇଛନ୍ତି। ୧୦ ଜଣ କାଉନ୍‌ସିଲର ଫେବ୍ରୁଆରୀ ୧୯ ତାରିଖରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ଏ ନେଇ ଭୋଟ୍ ହୋଇଥିଲା। ୧୨ ଜଣ କାଉନ୍‌ସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ପୌରପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ସମେତ ୪ ଜଣ କାଉନ୍‌ସିଲର ଭୋଟ୍ ଦାନରୁ ବିରତ ରହିଥିଲେ।

ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଦିନ ୧୦ଟା ୧୫ରେ ୧୨ ଜଣ କାଉନସିଲର (କଂଗ୍ରେସର ୩, ବିଜେଡିର ୫ ଓ ସ୍ୱାଧୀନର ୪ ଜଣ)  ଏକାଠି ଆସି ସନ୍ଧ୍ୟାରାଣୀଙ୍କ ବିରୋଧରେ ଭୋଟ୍ ଦେଇଥିଲେ। କାଉନସିଲର ସୁରେଶ ସାହୁ କହିଛନ୍ତି,“ଦୀର୍ଘ ଦିନ ହେବ ପୌରପରିଷଦ ଅଚଳ ହୋଇପଡ଼ିଥିଲା। ଆଗାମୀ ଦିନରେ ପୌରପରିଷଦକୁ କିପରି ଭଲରେ କାର୍ଯ୍ୟକ୍ଷମ କରିବୁ ସେଥିପାଇଁ ଆମେ ସମ୍ମଳିତ ନିଷ୍ପତ୍ତି ନେଇଥିଲୁ। ଏ ନେଇ ଆମେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲୁ। ଆଜି ଅନାସ୍ଥା ଭୋଟ୍ ଉପରେ ଗ୍ରହଣ କରାଯାଇଥିଲା। ଅସୁସ୍ଥତା କାରଣରୁ ଦୁଇ ଜଣ କାଉନସିଲର ଭୋଟ୍ ଦେବାକୁ ଆସି ପାରି ନାହାନ୍ତି। ଆଜି ଯେଉଁ ରାୟ ଶୁଣାଗଲା ଏହା ଆନନ୍ଦପୁର ପୌରବାସୀଙ୍କ ରାୟ।”

ଉପଜିଲ୍ଳାପାଳ  ମହେଶ୍ୱର  ସ୍ୱାଇଁଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ  ତିନିଜଣ ମାଜିଷ୍ଟ୍ରେଟ୍ ଓ ୪ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

ଆନନ୍ଦପୁର ପୌର ଉପାଧକ୍ଷା ସନ୍ଧ୍ୟାରାଣୀ ବେହେରାଙ୍କ ନାଁରେ ୧୦ ଜଣ କାଉନସିଲର ଫେବ୍ରୁଆରୀ ୧୯ରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୋଟ୍ କରିବା ପାଇଁ ମାର୍ଚ୍ଚ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story