ଆନନ୍ଦପୁର: ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କାରେ ମିଠା ବ୍ୟବସାୟୀ ମୃତ

ଆନନ୍ଦପୁର: ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କାରେ ମିଠା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଆଜି ଭୋର ୪ଟାରେ ଆନନ୍ଦପୁର ବସ୍‌ ଷ୍ଟାଣ୍ଡ ଅଞ୍ଚଳର ମିଠା ବ୍ୟବସାୟୀ ଗୌରାଙ୍ଗ ବାରିକ ପ୍ରାତଃ ଭ୍ରମଣ କରିବାକୁ ଯାଉଥିବା ବେଳେ ବାରିଆ ପେଟ୍ରୋଲ ପମ୍ପ ନିକଟରେ ପଛ ପଟୁ ଏକ ଲୁହା ପଥର ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା […]

anandpu

anandpu

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 09:09 AM IST

Sports

Latest News

anandpuଆନନ୍ଦପୁର: ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କାରେ ମିଠା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି।

ଆଜି ଭୋର ୪ଟାରେ ଆନନ୍ଦପୁର ବସ୍‌ ଷ୍ଟାଣ୍ଡ ଅଞ୍ଚଳର ମିଠା ବ୍ୟବସାୟୀ ଗୌରାଙ୍ଗ ବାରିକ ପ୍ରାତଃ ଭ୍ରମଣ କରିବାକୁ ଯାଉଥିବା ବେଳେ ବାରିଆ ପେଟ୍ରୋଲ ପମ୍ପ ନିକଟରେ ପଛ ପଟୁ ଏକ ଲୁହା ପଥର ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଘସିପୁରା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହାର ପ୍ରତିବାଦରେ ଆଜି ଆନନ୍ଦପୁର ବସ୍‌ଷ୍ଟାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story