ଅଙ୍ଗନବାଡ଼ି ଖୋଲି ପାଠପଢ଼ାଇ ଅଣ୍ଡା ବାଣ୍ଟିଲେ, ଓଡ଼ିଶାକୁ ଧମକ ଦେଲେ

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ସୁଯୋଗ ଉଣ୍ଡି ଓଡ଼ିଶା ଭିତରକୁ ପଶି ଆସୁଛି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାନ୍ତରେ ନିର୍ମାଣ କରିଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଧମକ ବି ଦେଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲାରେ। ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ପ୍ରଦେଶ ସରକାର। ଦୁଇ ଦିନ ତଳେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଗଜପତି […]

andhra pradesh

andhra pradesh

Tapaswini Nayak
  • Published: Thursday, 09 September 2021
  • Updated: 09 September 2021, 01:39 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ସୁଯୋଗ ଉଣ୍ଡି ଓଡ଼ିଶା ଭିତରକୁ ପଶି ଆସୁଛି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାନ୍ତରେ ନିର୍ମାଣ କରିଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଧମକ ବି ଦେଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲାରେ।

ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ପ୍ରଦେଶ ସରକାର। ଦୁଇ ଦିନ ତଳେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି  ଅଙ୍ଗନବାଡିରେ ପକାଯାଇଥିବା ତାଲାକୁ ଭାଙ୍ଗି ଦେଇଥିଲେ। ଆଉ ଆଜି ସେହି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ  ପାଠପଢ଼ା  ଯିବା ସହ ସେଠାରେ ପିଲାମାନଙ୍କୁ  ଅଣ୍ଡା ବଣ୍ଟାଯାଇଥିବା ଜଣାପଡ଼ିଛି। ଏହାସହ ଆନ୍ଧ୍ରର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ବୈଠକ କରି  ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାସହ ଓଡ଼ିଶା ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ଯଦି କୌଣସି ଅଧିକାରୀ ଆସି ଏହି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବାକୁ ଚେଷ୍ଟା କରିବେ, ତାଙ୍କ ବିରୋଧରେ ଆନ୍ଧ୍ର ସରକାର ଦୃଢ଼ କାର୍ଯ୍ୟ ଗ୍ରହଣ କରିବେ।

ସୀମାରେ ଅନୁପ୍ରବେଶ କରିବା ପାଇଁ ସବୁବେଳେ ଆନ୍ଧ୍ର ପ୍ରୟାସ କରୁଥିବା ବେଳେ ଓଡ଼ିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story