ଆନ୍ଦୋଳନରୁ ଓହରିଲା ଓଡ଼ିଶା ନର୍ସିଂ ସଂଘ

କଟକ: ୩ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ ସଂଘ ବିଧାୟକ ପ୍ରଭାତ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ନର୍ସମାନଙ୍କ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ୨ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ସଂଘ ସମ୍ପାଦିକ ପ୍ରଭାତି ମହାନ୍ତି ସୂଚନା ଦେଇଛନ୍ତି। ନର୍ସମାନଙ୍କୁ ଆନ୍ଦୋଳନରୁ ନିବର୍ତ୍ତାଇବା ପାଇଁ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ […]

andolan

andolan

Rakesh Mallick
  • Published: Monday, 03 October 2016
  • Updated: 03 October 2016, 12:36 PM IST

Sports

Latest News

andolanaକଟକ: ୩ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ ସଂଘ ବିଧାୟକ ପ୍ରଭାତ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି।

ନର୍ସମାନଙ୍କ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ୨ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ସଂଘ ସମ୍ପାଦିକ ପ୍ରଭାତି ମହାନ୍ତି ସୂଚନା ଦେଇଛନ୍ତି।

ନର୍ସମାନଙ୍କୁ ଆନ୍ଦୋଳନରୁ ନିବର୍ତ୍ତାଇବା ପାଇଁ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଧାୟକ ପ୍ରଭାତ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ ଓ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଆଜିର ଆନ୍ଦୋଳନରେ ୫,୬୦୦ ନର୍ସ ସାମିଲ ହୋଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ନର୍ସମାନଙ୍କୁ  ସ୍ଥାୟୀ ନିଯୁକ୍ତି, ୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ସବୁ ବର୍ଗର ନର୍ସମାନଙ୍କୁ ନିୟମିତ କରିବା ଓ ବେସିକ୍‌ ପେ ୫,୨୦୦ରୁ ୯,୩୦୦କୁ ବୃଦ୍ଧି ସହିତ ୪,୨୦୦ ଗ୍ରେଡ୍‌ ପେ ପ୍ରଦାନ ପରି ବିଭିନ୍ନ ଦାବି ନେଇ ସଂଘ ଆନ୍ଦୋଳନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story