ବଣାଇ: ଅଙ୍ଗନୱାଡି କେନ୍ଦ୍ରରେ ଗରମପାଣି ପଡ଼ି ଶିଶୁ ଆହତ

ବଣାଇ: ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ବ୍ଲକ ଅନ୍ତର୍ଗତ ବୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରର ରୋଷେୟା ଗରମ ପାଣି ଢାଳି ଦେବାରୁ ଏକ ଶିଶୁ କନ୍ୟା ପୋଡ଼ି ଯାଇଛି। ଆହତ ଶିଶୁର ନାଁ ନନ୍ଦିତା ଓରାମ୍‌। ତା’ର ଆଣ୍ଠୁ,ଜଂଘ ପୋଡ଼ି ଯାଇଛି। ତାକୁ ଲହୁଣିପଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ନନ୍ଦିତାର ମା’ ଲତିତା ଓରାମ କହିଛନ୍ତି,“ମୁଁ ଘଟଣା ସମ୍ପର୍କରେ ରୋଷେୟା କୁଇଲି […]

child-injured

child-injured

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 05:26 PM IST

ବଣାଇ: ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ବ୍ଲକ ଅନ୍ତର୍ଗତ ବୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରର ରୋଷେୟା ଗରମ ପାଣି ଢାଳି ଦେବାରୁ ଏକ ଶିଶୁ କନ୍ୟା ପୋଡ଼ି ଯାଇଛି। ଆହତ ଶିଶୁର ନାଁ ନନ୍ଦିତା ଓରାମ୍‌। ତା’ର ଆଣ୍ଠୁ,ଜଂଘ ପୋଡ଼ି ଯାଇଛି। ତାକୁ ଲହୁଣିପଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ନନ୍ଦିତାର ମା’ ଲତିତା ଓରାମ କହିଛନ୍ତି,“ମୁଁ ଘଟଣା ସମ୍ପର୍କରେ ରୋଷେୟା କୁଇଲି ଓରାମ୍‌ଙ୍କୁ ପଚାରିବାରୁ ସେ କହିଲା ଯେ ସେ ଏକ ପାତ୍ରରେ ଅଣ୍ଡା ସିଝାଇଥିଲା। ପାତ୍ରରୁ ଅଣ୍ଡାଗୁଡିକୁ କାଢ଼ିବା ପରେ ଗରମ ପାଣିକୁ ସେ ଫିଙ୍ଗୁଥିବା ବେଳେ ନନ୍ଦିତା ହଠାତ୍‌ ସାମ୍ନାକୁ ଆସିଯାଇଥିଲା। ଫଳରେ ଗରମ ପାଣି ତା’ ଉପରେ ପଡ଼ିଯାଇଥିଲା।”

ସେ ଅଭିଯୋଗ କରିଛନ୍ତି,“ମୋ ଝିଅ ପୋଡ଼ିଗଲା ପରେ କୁଇଲି ତାକୁ ତା’ ପିଇସୀ ଘରେ ଛାଡ଼ି ଦେଇଥିଲା। ସେ ତାକୁ ଘରକୁ ଆଣିଥିଲେ। ମୁଁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲି।”

ଅଙ୍ଗନୱାଡି ରୋଷେୟା କୁଇଲି କହିଛନ୍ତି ଯେ ନନ୍ଦିତା ଉପରେ ଗରମ ପାଣି ପଡିବା ଏକ ଦୁର୍ଘଟଣା। ସେ ଜାଣିଶୁଣି ତା’ ଉପରେ ଗରମ ପାଣି ପକାଇ ନାହାନ୍ତି। ମୁଁ କାହିଁକି ଏକ ଛୁଆ ଉପରେ ଗରମ ପାଣି ଢାଳିବି? ମୁଁ ଦୀର୍ଘ ଦିନରୁ ଏହି ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟ କରୁଛି। ପ୍ରଥମ ଥର ପାଇଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story