ପୋଲିସ୍ ଗାଡ଼ି ଧକ୍କାରେ ଦୁଇ ମୃତ, ଦୁଇ ଆହତ

ଅନୁଗୋଳ: ପୋଲିସ୍ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାରିବାଟି ଛକରେ। ଗତକାଲି ରାତି ପ୍ରାୟ ୯ଟା ବେଳେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଗାଡ଼ିଟି କୌଣସି କାମରେ ଛେଣ୍ଡିପଦା ଅଭିମୁଖେ ଆସୁଥିବା ବେଳେ ଚାରିବାଟି ଛକଠାରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ। […]

police-jeep

police-jeep

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 08:00 AM IST

Sports

Latest News

police-jeepଅନୁଗୋଳ: ପୋଲିସ୍ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାରିବାଟି ଛକରେ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଗାଡ଼ିଟି କୌଣସି କାମରେ ଛେଣ୍ଡିପଦା ଅଭିମୁଖେ ଆସୁଥିବା ବେଳେ ଚାରିବାଟି ଛକଠାରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ। ମୃତକ ଦ୍ୱୟ ହେଲେ ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗାଁର ଭାଗି ନାଏକ ଓ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ସଙ୍ଗାପଳ ଗାଁର ଉଦୟ ନାଏକ। ସେମାନେ ସଂପର୍କରେ ଶଳାଭିଣୋଇ। ଆହତ ଦ୍ୱୟଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦେବଗଡ଼ ଓ ଅନୁଗୋଳ ରାସ୍ତା ଅବରୋଧ କରିଥିଲେ। ତେବେ ପୋଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story