ଅନୁଗୋଳ: ଟାଟା ଏସି ଧକ୍କାରେ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଫୁଲଝରି ଗାଁ ନିକଟରେ ଆଜି ସକାଳେ ଏକ ଟାଟା ଏସି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୁରୁବାରୀ ନାୟକ। ତାଙ୍କ ଘର ଫୁଲଝରିରେ। ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଦାବି ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ବାଗେଡ଼ିଆ-ଅନୁଗୋଳ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଛେଣ୍ଡିପଦା ଥାନା ପୋଲିସ୍ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ […]

anugul

anugul

Rakesh Mallick
  • Published: Saturday, 29 October 2016
  • Updated: 30 October 2016, 07:18 AM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଫୁଲଝରି ଗାଁ ନିକଟରେ ଆଜି ସକାଳେ ଏକ ଟାଟା ଏସି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୁରୁବାରୀ ନାୟକ। ତାଙ୍କ ଘର ଫୁଲଝରିରେ।

ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଦାବି ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ବାଗେଡ଼ିଆ-ଅନୁଗୋଳ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଛେଣ୍ଡିପଦା ଥାନା ପୋଲିସ୍ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos