ଗାଡି ଦୁର୍ଘଟଣା: ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଗୁରୁତର, ଡ୍ରାଇଭର ମୃତ

ଢେଙ୍କାନାଳ: ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଆଜି ଗାଡି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ତାଙ୍କ ଗାଡି ଡ୍ରାଇଭରଙ୍କର ଘଟଣା ସ୍ଥାଳରେ ମୃତ୍ୟୁ ଘଟିଛି। ବିଧାୟକ ସିଂ ଭୁବନେଶ୍ୱରରୁ ଅନୁଗୋଳ ଫେରୁଥିବା ବେଳେ ଢେଙ୍କାନାଳ ଜିଲ୍ଲା ରାସୋଳ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

rajanikanta shing

rajanikanta shing

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 05:37 PM IST

Sports

Latest News

ଢେଙ୍କାନାଳ: ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଆଜି ଗାଡି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ତାଙ୍କ ଗାଡି ଡ୍ରାଇଭରଙ୍କର ଘଟଣା ସ୍ଥାଳରେ ମୃତ୍ୟୁ ଘଟିଛି। ବିଧାୟକ ସିଂ ଭୁବନେଶ୍ୱରରୁ ଅନୁଗୋଳ ଫେରୁଥିବା ବେଳେ ଢେଙ୍କାନାଳ ଜିଲ୍ଲା ରାସୋଳ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos