ଅନୁଗୋଳ ଷ୍ଟାଡିୟମ୍ ବାହାରୁ ବିପୁଳ ପରିମାଣରେ ଔଷଧ ଜବତ

ଅନୁଗୋଳ: ଅନୁଗୋଳ ଷ୍ଟାଡିୟମ୍ ବାହାରୁ ବିପୁଳ ପରିମାଣରେ ଔଷଧ ଜବତ କରାଯାଇଛି। ଆଜି ସକାଳେ ଷ୍ଟାଡିୟମ ବାହାରେ ଫଲିକ୍‌ ଏସିଡ୍‌ ଓ ଫେରସ୍ ସଲଫେଟ୍‌ ଟାବଲେଟ୍‌ର ବହୁ ପ୍ୟାକେଟ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏତେ ପରିମାଣର ଔଷଧ କିଏ ଏବଂ କେଉଁ  ଉଦ୍ଦେଶ୍ୟରେ ଫିଙ୍ଗିଛି ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଏସବୁ ଔଷଧର ଏକ୍ସପାରିଡେଟ୍‌ ପରେ ସର୍ବସାଧାରଣରେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ […]

medicine

medicine

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 06:08 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଷ୍ଟାଡିୟମ୍ ବାହାରୁ ବିପୁଳ ପରିମାଣରେ ଔଷଧ ଜବତ କରାଯାଇଛି। ଆଜି ସକାଳେ ଷ୍ଟାଡିୟମ ବାହାରେ ଫଲିକ୍‌ ଏସିଡ୍‌ ଓ ଫେରସ୍ ସଲଫେଟ୍‌ ଟାବଲେଟ୍‌ର ବହୁ ପ୍ୟାକେଟ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏତେ ପରିମାଣର ଔଷଧ କିଏ ଏବଂ କେଉଁ  ଉଦ୍ଦେଶ୍ୟରେ ଫିଙ୍ଗିଛି ତାହା ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଏସବୁ ଔଷଧର ଏକ୍ସପାରିଡେଟ୍‌ ପରେ ସର୍ବସାଧାରଣରେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା କହିଛନ୍ତି,“ ମେଡିସିନ୍‌କୁ ସର୍ବସାଧାରଣରେ ଫିଙ୍ଗାଯାଇଛି ବୋଲି ଆମେ ଖବର ପାଇଛୁ। ପିଙ୍ଗା ଯାଇଥିବା ମେଡିସିନ୍‌ ହସପିଟାଲରୁ ଆସିଛି କି ନାହିଁ ସାମ୍ପୁଲ ଆଣି ଚେକଅପ୍‌ କରାଯିବ। ସର୍ବସାଧାରଣ ମେଡିସିନ୍‌ ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନୁଗୋଳ ସିଡିଏମଓ ବସନ୍ତ କୁମାର ପଣ୍ଡା କହିଛନ୍ତି,“ସର୍ବସାଧାରଣରେ ମେଡିସିନ୍‌ ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story