କୁକୁଡ଼ା ବୋଝେଇ ଗାଡ଼ି ଓ ଟ୍ରକ୍ ମୁହାଁମୁହିଁ ଧକ୍କା;  ଜଣେ ମୃତ, ଦୁଇ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଭାଙ୍ଗମୁଣ୍ଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାତଟା ବେଳେ ଏକ କୁକୁଡ଼ା ବୋଝେଇ ଗାଡ଼ି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ହରିଶ ବଞ୍ଜାରା। ସେ ଛତିଶଗଡ଼ର ବାସିନ୍ଦା। କୁକୁଡ଼ା ବୋଝେଇ ଗାଡ଼ିରେ ଡ୍ରାଇଭରଙ୍କ ସମେତ ତିନି ଜଣ ଥିଲେ। ହରିଶଙ୍କରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଡ୍ରାଇଭର […]

angul-accident

angul-accident

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 03:39 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଭାଙ୍ଗମୁଣ୍ଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାତଟା ବେଳେ ଏକ କୁକୁଡ଼ା ବୋଝେଇ ଗାଡ଼ି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ହରିଶ ବଞ୍ଜାରା। ସେ ଛତିଶଗଡ଼ର ବାସିନ୍ଦା।

କୁକୁଡ଼ା ବୋଝେଇ ଗାଡ଼ିରେ ଡ୍ରାଇଭରଙ୍କ ସମେତ ତିନି ଜଣ ଥିଲେ। ହରିଶଙ୍କରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

କୁକୁଡ଼ା ବୋଝେଇ ଗାଡ଼ିଟି କଟକରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story