ଅନୁଗୋଳ: ଟ୍ରେନ ଲାଇନ୍‌ରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଥାନା ପୋଲିସ ଆଜି ଧରମପୁର ରେଳ ଲାଇନ୍‌ରୁ  ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରର ନାଁ  ଅଜୟ ନାଏକ। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍କଟଲାଣ୍ଡପୁର ଗାଁର ଚିନ୍ତାମଣୀ ନାଏକଙ୍କ ପୁଅ ଅଜୟ ଧରମପୁର ଉଚ୍ଚ ବିଦ୍ୟାଳୟର ଛାତ୍ର। ଆଜିଠାରୁ ଦଶମ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅଜୟ ନିଖୋଜ ହୋଇଯାଇ ଥିଲେ। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। […]

angul

angul

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 07:48 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଥାନା ପୋଲିସ ଆଜି ଧରମପୁର ରେଳ ଲାଇନ୍‌ରୁ  ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରର ନାଁ  ଅଜୟ ନାଏକ। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସ୍କଟଲାଣ୍ଡପୁର ଗାଁର ଚିନ୍ତାମଣୀ ନାଏକଙ୍କ ପୁଅ ଅଜୟ ଧରମପୁର ଉଚ୍ଚ ବିଦ୍ୟାଳୟର ଛାତ୍ର। ଆଜିଠାରୁ ଦଶମ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅଜୟ ନିଖୋଜ ହୋଇଯାଇ ଥିଲେ। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ତାଙ୍କ ମୃତଦେହ ଟ୍ରେନ୍‌ ଲାଇନ୍‌ରୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story