ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ବିରଳ ଘଡ଼ିଆଳ କୁମ୍ଭୀରର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏକ ବିରଳ ଘଡ଼ିଆଳ କୁମ୍ଭୀରର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ସ୍ଥାନୀୟ ଆରସିସିଏଫ କହିଛନ୍ତି। ଏହି ମାଇ ଘଡ଼ିଆଳର ବୟସ ପ୍ରାୟ ୨୫ ବର୍ଷ ହେବ। ଟିକରପଡ଼ାରେ ଘଡ଼ିଆଳର ବଂଶ ବୃଦ୍ଧି ପାଇଁ ନନ୍ଦନକାନନରୁ ୧୨ଟି କୁମ୍ଭୀର ଅଣାଯାଇଥିଲା।  ପୂର୍ବରୁ ୩ଟି ଘଡ଼ିଆଳଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଗୋଟିଏ କୁମ୍ଭୀରର ମୃତ୍ୟୁ ଘଟିଛି।

ghadial-kumbhira

ghadial-kumbhira

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 04:51 AM IST

Sports

Latest News

ghadial-kumbhiraଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏକ ବିରଳ ଘଡ଼ିଆଳ କୁମ୍ଭୀରର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ସ୍ଥାନୀୟ ଆରସିସିଏଫ କହିଛନ୍ତି। ଏହି ମାଇ ଘଡ଼ିଆଳର ବୟସ ପ୍ରାୟ ୨୫ ବର୍ଷ ହେବ। ଟିକରପଡ଼ାରେ ଘଡ଼ିଆଳର ବଂଶ ବୃଦ୍ଧି ପାଇଁ ନନ୍ଦନକାନନରୁ ୧୨ଟି କୁମ୍ଭୀର ଅଣାଯାଇଥିଲା।  ପୂର୍ବରୁ ୩ଟି ଘଡ଼ିଆଳଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଗୋଟିଏ କୁମ୍ଭୀରର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story