ଚାଷୀ ଆନ୍ଦୋଳନ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ: ଆନ୍ନା

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଦେଶରେ ଲୋକତନ୍ତ୍ରକୁ ମଜଭୁତ କରିବାକୁ ହେବ। ଚାଷୀଙ୍କ ଲାଗି ଆନ୍ଦୋଳନ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ। ଆଜି ଜଗତସିଂହପୁରରେ ଜୟ କିଷାନ ମହାସମାବେଶରେ ଏହା କହିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ସେ କହିଛନ୍ତି-“ଚାଷୀ ଯେତିକି ଖର୍ଚ୍ଚ କରି ଚାଷ କରୁଛି, ତାହାର ଦେଢ଼ ଗୁଣା ଅଧିକ ପାଇବା ଦରକାର। ମାତ୍ର ତାହା ମିଳୁ ନଥିବାରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ୨୨ ବର୍ଷରେ ଦେଶରେ ୧୨ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ବା […]

Anna Hazare in jagatsinghpur

Anna Hazare in jagatsinghpur

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 06:31 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଦେଶରେ ଲୋକତନ୍ତ୍ରକୁ ମଜଭୁତ କରିବାକୁ ହେବ। ଚାଷୀଙ୍କ ଲାଗି ଆନ୍ଦୋଳନ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ। ଆଜି ଜଗତସିଂହପୁରରେ ଜୟ କିଷାନ ମହାସମାବେଶରେ ଏହା କହିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ।

ସେ କହିଛନ୍ତି-“ଚାଷୀ ଯେତିକି ଖର୍ଚ୍ଚ କରି ଚାଷ କରୁଛି, ତାହାର ଦେଢ଼ ଗୁଣା ଅଧିକ ପାଇବା ଦରକାର। ମାତ୍ର ତାହା ମିଳୁ ନଥିବାରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ୨୨ ବର୍ଷରେ ଦେଶରେ ୧୨ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ବା ରାଜ୍ୟ ସରକାର ଉଦ୍ୟୋଗପତିଙ୍କ କଥା ବେଶୀ ଚିନ୍ତା କରୁଛନ୍ତି। ମାତ୍ର ଚାଷୀଙ୍କ କଥା ଚିନ୍ତା କରୁନାହାନ୍ତି। ସେଥିପାଇଁ ଚାଷୀଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି।”

ଆନ୍ନ କହିଛନ୍ତି-“ଚାଷୀ ନିଜ ଚାଷ ଉପରେ ନିର୍ଭର କରୁଛି। କ୍ଷେତରୁ ଯାହା ଉପାର୍ଜନ କରୁଛି, ସେଥିରେ ଚଳୁଛି ତା’ ଘର। ମାତ୍ର ଚାଷୀ ଯେତେବେଳେ ବାର୍ଦ୍ଧକ୍ୟରେ ପଦର୍ପଣ କରୁଛି, ସେତେବେଳେ ନାନା ଆର୍ଥିକ ସ୍ଥିତି ଦେଇ ଗତି କରୁଛି। ସେଥିପାଇଁ ୬୦ ବର୍ଷରେ ପଦାର୍ପଣ କରୁଥିବା ଚାଷୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରାଯାଉ। ଏହାଛଡ଼ା ଲୋକପାଳକୁ କାର୍ଯ୍ୟକାରୀ କରାଯାଉ। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଜନଲୋକପାଳକୁ ଦୁର୍ବଳ କରିଦେଇଛନ୍ତି।”

ସେ କହିଛନ୍ତି-“ଲୋକତନ୍ତ୍ର ପ୍ରତିଷ୍ଠା ପାଇଁ ଜାତିର ପିତା ମହାତ୍ମାଗାନ୍ଧି ସ୍ୱପ୍ନ ଦେଖିଥିଲେ। ଅହିଂସା ମାଧ୍ୟମରେ ସେ ଇଂରେଜଙ୍କୁ ଦେଶରୁ ବିଦା କରିଥିଲେ। ହେଲେ ଗାନ୍ଧିଙ୍କର ସେହି ସ୍ୱପ୍ନ ଆଜି ପର୍ଯ୍ୟନ୍ତ ସାକାର ହୋଇନି। ବର୍ତ୍ତମାନ ସୁଦ୍ଧା ଦେଶରେ ଲୋକତନ୍ତ୍ର ପ୍ରତିଷ୍ଠା ହୋଇପାରି ନାହିଁ। ଗାନ୍ଧିଜୀ ଓ ନବକୃଷ୍ଣ ଚୌଧୁରୀ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ପୂରଣ କରିବା। ଏଥିପାଇଁ ଆମେ ସମସ୍ତେ ଏଠାରେ ଶପଥ ନେବା ଦରକାର।। କୃଷକଙ୍କ ପାଇଁ ହେଉଥିବା ଆନ୍ଦୋଳନ ଭାରତର ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ହେବ।”

ସେ ଆହୁରି କହିଛନ୍ତି-“ଦେଶରେ ଲୋକତନ୍ତ୍ର ପ୍ରତିଷ୍ଠା କରାଯିବ। ଯେଉଁ ଲୋକତନ୍ତ୍ର ଲୋକମାନଙ୍କ ପାଇଁ, ଲୋକମାନଙ୍କର ଓ ଲୋକମାନଙ୍କ ଦ୍ୱାରା ହେବ। ଏହି ମନ୍ତ୍ର ମୋତେ ଅନୁପ୍ରାଣିତ କରିଥିଲା। ମୋ’ ଜୀବନକୁ ଦେଶ ଓ ସମାଜ ପାଇଁ ୨୫ ବର୍ଷ ବୟସରେ ଉତ୍ସର୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ସେଥିପାଇଁ ଅବିବାହିତ ରହିଲି। ଜାଣିଥିଲି ବିବାହ କଲେ ଦେଶ ପାଇଁ ସମୟ ଦେଇପାରିବିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story