ପୁଣି ଜଣେ ବାବୁଙ୍କୁ ଚାକିରିରୁ ବିଦାକଲେ ରାଜ୍ୟ ସରକାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ଚାକିରିରୁ ଏକପ୍ରକାର ବିଦା ହେଲେ ଆଉ ଜଣେ ଅଧିକାରୀ। OFS ଅଧିକାରୀ ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ବେଳେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା । ସେତେବେଳେ […]

432

432

Tapas Behera
  • Published: Thursday, 10 October 2019
  • Updated: 10 October 2019, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ଚାକିରିରୁ ଏକପ୍ରକାର ବିଦା ହେଲେ ଆଉ ଜଣେ ଅଧିକାରୀ। OFS ଅଧିକାରୀ ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ବେଳେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା ।

ସେତେବେଳେ ସାଢେ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା । ସୁଧାଂଶୁଙ୍କ ଘର ତଲାସୀ ବେଳେ ୧ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଓଡିଶାରେ ପୂର୍ବରୁ ଏତେ ପରିମାଣର ଟଙ୍କା କୌଣସି ସରକାରୀ ଅଧିକାରୀଙ୍କ ଘରୁ ଜବତ ହୋଇ ନଥିଲା।  ସେୟାର ଓ ବିଭିନ୍ନ ବ୍ୟାଙ୍କରେ ଜମା କରିଥିବା ୩.୪୬ କୋଟି ଟଙ୍କା ମଧ୍ୟ ଜବତ ହୋଇଥିଲା। ବନ ବିଭାଗର ଏହି ଦୁର୍ନୀତିଖୋର୍ ଅଫିସରଙ୍କୁ ଗିରଫ ପରେ ଚାକିରିରୁ ନିଲମ୍ବିତ କରାଯାଇଥିଲା।

କିଛିଦିନ ତଳେ  ରାଜ୍ୟ ସରକାର ନିଜର ୪ଜଣ ଅଫିସରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉପ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ, ଖଡ଼ିଆଳ ଡିଭିଜନରେ କାର୍ଯ୍ୟରତ ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଓ ନିଲମ୍ବିତ ସହାୟକ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ଏହି ବାଧ୍ୟତାମୂଳକ ଅବସର ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story