କାମ କରୁନି ପୋଲିସ କଟକଣା : ପୁଣି ସୋସିଆଲ ମିଡିଆରେ ବୁଲିଲା ଅଶ୍ଲୀଳ ଭିଡିଓ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କାମ ଦେଉନି ପୋଲିସ କଟକଣା। ପୁଣି ସୋସିଆଲ ମିଡିଆରେ ବୁଲିଲା ଆଉ ଏକ ଅଶ୍ଲୀଳ ଭିଡିଓ। ଭିଡିଓରେ ଜଣେ ମହିଳା ଅସଞ୍ଜତ ଅବସ୍ଥାରେ ଥିବା ଜଣାପଡ଼ିଛି । ତିନିମିନିଟର ଏହି ଭିଡିଓଟି  ବାଥରୁମରେ ସୁଟିଂ କରାଯାଇଥିବା ଜଣାପଡ଼ିଛି।  ପାରାଦୀପରେ ସବୁଠି ବୁଲୁଛି ଏହି ଭିଡିଓ।  ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଭିଡିଓ କଲିଂ କରି ସମ୍ପୃକ୍ତ ମହିଳାଙ୍କୁ ଉଲଗ୍ନ ହେବାକୁ କହୁଥିବା ଜଣାପଡ଼ିଛି। ହେଲେ ଏହି ବାର୍ତ୍ତାଳାପ ସ୍ପଷ୍ଟ ଶୁଭୁ […]

video calling

video calling

Rakesh Mallick
  • Published: Monday, 29 January 2018
  • Updated: 29 January 2018, 10:49 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କାମ ଦେଉନି ପୋଲିସ କଟକଣା। ପୁଣି ସୋସିଆଲ ମିଡିଆରେ ବୁଲିଲା ଆଉ ଏକ ଅଶ୍ଲୀଳ ଭିଡିଓ। ଭିଡିଓରେ ଜଣେ ମହିଳା ଅସଞ୍ଜତ ଅବସ୍ଥାରେ ଥିବା ଜଣାପଡ଼ିଛି । ତିନିମିନିଟର ଏହି ଭିଡିଓଟି  ବାଥରୁମରେ ସୁଟିଂ କରାଯାଇଥିବା ଜଣାପଡ଼ିଛି।  ପାରାଦୀପରେ ସବୁଠି ବୁଲୁଛି ଏହି ଭିଡିଓ।  ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଭିଡିଓ କଲିଂ କରି ସମ୍ପୃକ୍ତ ମହିଳାଙ୍କୁ ଉଲଗ୍ନ ହେବାକୁ କହୁଥିବା ଜଣାପଡ଼ିଛି। ହେଲେ ଏହି ବାର୍ତ୍ତାଳାପ ସ୍ପଷ୍ଟ ଶୁଭୁ ନାହିଁ।  ମହିଳା ଜଣକ ପାରାଦୀପର ଜଣେ ନାମୀ ଠିକାଦାରଙ୍କ ପତ୍ନୀ ବୋଲି ଜଣାପଡ଼ିଛି। ଭିଡିଓଟି କିପରି ପଦାକୁ ଆସିଲା ତାହା ଜଣାପଡ଼ି ନଥିବା ବେଳେ ଏହି କାମ ସମ୍ପୃକ୍ତ ଯୁବକ ଜଣକର କାରନାମା ବୋଲି ସନ୍ଦେହ କରାଯାଉଛି।

ମହିଳା ଜଣକ ଧନୀଘରର ହୋଇଥିବାରୁ ଟଙ୍କା ପାଇଁ ବ୍ଲାକମେଲିଂ କରି ଭିଡିଓଟିକୁ ଭାଇରାଲ କରାଯାଇଥିବା କୁହାଯାଉଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେହିପରି ଏ ସକ୍ରାନ୍ତରେ କୌଣସି ଅଭିଯୋଗ ମଧ୍ୟ ହୋଇ ନାହିଁ।  ସୂଚନା ଅନୁଯାୟୀ ଅଶ୍ଲୀଳ ଭିଡିଓ ଭାଇରାଲ କଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପୋଲିସ କଡ଼ା ତାଗିଦ କରିଥିଲା । ହେଲେ ଏହାର କୌଣସି ପ୍ରଭାବ ପଡ଼ୁ ନାହିଁ। କଟକଣା ସତ୍ତ୍ୱେ ଅଶ୍ଲୀଳ ଭିଡିଓ ଭାଇରାଲ ହେଉଛି।  ପୂର୍ବରୁ ବାରିପଦା, କେନ୍ଦୁଝର, ଆଦି ଅଞ୍ଚଳରୁ ସେକ୍ସ ଭିଡିଓ ଭାଇରାଲ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା  ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story