ଆନ୍ତରିକତାର ସହ ଲୋକଙ୍କ କାମ କରିବାକୁ ନବୀନଙ୍କ ଆହ୍ୱାନ

ବାରିପଦା: ଯାଜପୁର ଓ କୋଣାପୁଟ ପରେ ଆଜି ମୟୂରଭଞ୍ଜ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ କଥା ହୋଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ପରିଷଦ ନିର୍ବାଚନରେ ସବୁଠାରୁ ଖରାପ ପ୍ରଦର୍ଶଦ ଦଳ ମୟୂରଭଞ୍ଜରେ କରିଥିଲା। ନବୀନ ଜିଲ୍ଲାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ମିଶି ଆନ୍ତରିକତାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ୫୬ଟି ପରିଷଦ ଆସନରୁ ମାତ୍ର […]

bjd

bjd

Rakesh Mallick
  • Published: Monday, 03 April 2017
  • Updated: 03 April 2017, 09:55 PM IST

Sports

Latest News

ବାରିପଦା: ଯାଜପୁର ଓ କୋଣାପୁଟ ପରେ ଆଜି ମୟୂରଭଞ୍ଜ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ କଥା ହୋଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ପରିଷଦ ନିର୍ବାଚନରେ ସବୁଠାରୁ ଖରାପ ପ୍ରଦର୍ଶଦ ଦଳ ମୟୂରଭଞ୍ଜରେ କରିଥିଲା। ନବୀନ ଜିଲ୍ଲାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ମିଶି ଆନ୍ତରିକତାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲାର ୫୬ଟି ପରିଷଦ ଆସନରୁ ମାତ୍ର ୫ଟିକୁ ଜିତିବାକୁ ଦଳ ସକ୍ଷମ ହୋଇଥିଲା। ତେବେ ୨୬ ବ୍ଲକ ମଧ୍ୟରୁ ୧୮ରୁ ୨୦ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇଥିବା ଦଳ ଦାବି କରିଛି।

ନବୀନ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ଜିତିଥିବା ଆମ ଦଳର ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଛି। ସେମାନେ ଅଞ୍ଚଳରେ କ’ଣ କରିବାକୁ ଚାହୁଁଛନ୍ତି ସେ ନେଇ ଆମେ ଆଲୋଚନା କରିଲୁ। ୬ ମାସ ରେ ଆଉ ଏକ ବୈଠକ ହେବ। ଏଥିରେ କ’ଣ କ’ଣ କାମ ହୋଇଛି ସେ ନେଇ ଆଲୋଚନା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story