ଅନୁଗୋଳ: ଖାତରେ ପଡିଥିବା ହାତୀ ଛୁଆ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କରଡ଼ାବାହାଳି ଗାଁ ନିକଟ ଖାତରେ ପଡିଥିବା ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀଙ୍କୁ ଏହି ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥିଲା। ଛୁଆ ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମାଆ ହାତୀ କିଛି ସମୟ ପାଇଁ ଖାତ ନିକଟକୁ ଆସି ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ରାତିରେ ହାତୀପଲ ସହ […]

hati1

hati1

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 12:34 PM IST

Sports

Latest News

hatiଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କରଡ଼ାବାହାଳି ଗାଁ ନିକଟ ଖାତରେ ପଡିଥିବା ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀଙ୍କୁ ଏହି ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥିଲା। ଛୁଆ ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମାଆ ହାତୀ କିଛି ସମୟ ପାଇଁ ଖାତ ନିକଟକୁ ଆସି ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା।

ଗତକାଲି ରାତିରେ ହାତୀପଲ ସହ ଆସିଥିବା ଛୁଆ ହାତୀଟି ଗାଁ ନିକଟରେ ଥିବା ଖାତରେ ପଡି ଯାଇଥିଲା। ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପକ୍ଷରୁ ଏକ ଜେସିବି ମେସିନ ସାହାଯ୍ୟରେ ଖାତଟିକୁ ଅଧିକ ଖୋଳା ଯିବା ପରେ ଛୁଆ ହାତୀଟି ବାହାରି ଜଙ୍ଗଲକୁ ଚାଲିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos